Browsing Tag

Breakingnews

ଜୀବିକା, ସୁରକ୍ଷା ଓ ସୁଲଭ ସହରାଞ୍ଚଳ ପରିବହନ ପାଇଁ ବାଇକ୍ ଟ୍ୟାକ୍ସି ନିୟମରେ ସାମଞ୍ଜସ୍ୟ ଆଣିବାକୁ କଟ୍ସ…

ଭୁବନେଶ୍ୱର,୬ /୮/୨୦୨୬( ପ୍ରତ୍ୟୁଷା ବ୍ୟୁରୋ ): ଦେଶରେ ବାଇକ୍ ଟ୍ୟାକ୍ସି ପାଇଁ ପ୍ରମାଣଭିତ୍ତିକ, ସମନ୍ୱିତ ଓ ସନ୍ତୁଳିତ ନିୟାମକ ବ୍ୟବସ୍ଥା ଆବଶ୍ୟକ ବୋଲି କଟ୍ସ ଇଣ୍ଟରନ୍ୟାସନାଲ୍‌ର ଏକ ନୂଆ ରିପୋର୍ଟରେ କୁହାଯାଇଛି। ଏହା ଦ୍ୱାରା ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ନିୟମ ଯୋଗୁଁ ସୃଷ୍ଟି
Read More...

ବୋଇଂ ଇଣ୍ଡିଆ ପକ୍ଷରୁ ୟୁନିଭର୍ସିଟି ଇନୋଭେସନ୍ ଲିଡରଶିପ୍ ଡେଭଲପମେଣ୍ଟ ପ୍ରୋଗ୍ରାମ୍ (ବିଲ୍ଡ) ୨୦୨୫–୨୬ର ବିଜେତା ଘୋଷଣା…

ଭୁବନେଶ୍ୱର ୬ ଅଗଷ୍ଟ ୨୦୨୬ ( ପ୍ରତ୍ୟୁଷା। ବ୍ୟୁରୋ ): ବିଶ୍ୱର ଅଗ୍ରଣୀ ଏରୋସ୍ପେସ୍ କମ୍ପାନୀ ବୋଇଂ ୟୁନିଭର୍ସିଟି ଇନୋଭେସନ୍ ଲିଡରଶିପ୍ ଡେଭେଲପମେଣ୍ଟ (ବିଲ୍ଡ) ପ୍ରୋଗ୍ରାମ୍ ୨୦୨୫–୨୬ର ପଞ୍ଚମ ସଂସ୍କରଣର ବିଜେତାମାନଙ୍କ ନାମ ଘୋଷଣା କରିଛି। ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ
Read More...

ଓଡ଼ିଶାରେ ନିଶାମୁକ୍ତ ଯୁବ – ବିକଶିତ ଭାରତ ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ

ଭୁବନେଶ୍ୱର ୨ ଅଗଷ୍ଟ ୨୦୨୬, (ପ୍ରତ୍ୟୁଷା ବ୍ୟୁରୋ):‘ନିଶାମୁକ୍ତ ଯୁବ - ବିକଶିତ ଭାରତ ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ ଅବସରରେ ଓଡ଼ିଶାକୁ ଏକ ସମ୍ପୂର୍ଣ୍ଣ ନିଶାମୁକ୍ତ ରାଜ୍ୟ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାର ଦୃଢ଼ ସଂକଳ୍ପ ଗ୍ରହଣ କରିଛନ୍ତି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ କେନ୍ଦ୍ର
Read More...

ନୂତନ ଜୀବନ ପାଇଲେ ୪୯ ବର୍ଷୀୟା ମହିଳା ପୁଲିସ ଅଧିକାରୀ ।

ଭୁବନେଶ୍ୱର, ୨୯/୦୭/୨୦୨୬ ( ପ୍ରତ୍ୟୁଷା ବ୍ୟୁରୋ ): ମୃତ୍ୟୁ ସହିତ ୩୬ ଦିନର ସଂଘର୍ଷ। ଗୁରୁତର ଶ୍ୱାସକ୍ରିୟା ବିଫଳତା ପରେ ପ୍ରତିଟି ମୁହୂର୍ତ୍ତ ଥିଲା ମୂଲ୍ୟବାନ। ମାତ୍ର ଏମ୍ସ ଭୁବନେଶ୍ଵର ଡାକ୍ତରୀ ଦଳଙ୍କ ପ୍ରତିବଦ୍ଧତା, ନିଷ୍ଠାପର ଉଦ୍ୟମ, ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାର ଉପଯୋଗ,
Read More...

ନୂଆ ପିଢିର କଣ୍ଠଶିଳ୍ପୀଙ୍କ ପାଇଁ ପ୍ରେରଣା ହେଉଛନ୍ତି ଜ୍ୟୋତିର୍ମୟୀ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର୨୮ ଜୁଲାଇ, ୨୦୨୬ (ପ୍ରତ୍ୟୁଷା ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷର ଇଣ୍ଡିଆନ୍ ଆଇଡଲ୍- ସିଜିନ୍ ୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ଆଜି ତାଙ୍କ ସରକାରୀ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ଏଥି ସହିତ ଜ୍ୟୋତିର୍ମୟୀଙ୍କ ଅସାଧାରଣ କୃତିତ୍ୱ ପାଇଁ
Read More...

ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ ଜିତିଲେ ଇଣ୍ଡିଆନ ଆଇଡଲ ସିଜିନ ୧୬

ଭୁବନେଶ୍ୱର, 27.07.26,( ପି ଏନ ଏସ ) :ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ ଶେଷରେ ଜିତିଛନ୍ତି ଇଣ୍ଡିଆନ ଆଇଡଲ ସିଜିନ ୧୬। ଏହି ଖବର ଆସିବା ପରେ ତାଙ୍କ ନିକଟକୁ ଦେଶରୁ ବିଶେଷ କରି ଓଡିଶାରୁ ଶୁଭେଚ୍ଛାର ସୁଅ ଛୁଟିଛି।ସେ ୫ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ଚମ୍ପିୟାନ ହୋଇଛନ୍ତି। ଉଲ୍ଲେଖ ଯେ
Read More...

ନବୀନ ବାବୁ ଓଡ଼ିଆ ଲୋକଙ୍କୁ ଦୁର୍ବଳ ଭାବନ୍ତୁ ନାହିଁ – ଭର୍ତ୍ତୃହରି ମହତାବ ।

ନୂଆଦିଲ୍ଲୀ, 22.07.26 ( ପ୍ରତ୍ୟୁଷା ବ୍ୟୁରୋ ): ଗତକାଲି ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଯେଉଁ ଢଙ୍ଗରେ ଏବଂ ଯେଉଁ ବିଷୟରେ ବିବୃତି ଦେଇଛନ୍ତି, ତାହା ସମ୍ପୂର୍ଣ୍ଣ ତଥ୍ୟହୀନ, ଭିତ୍ତିହୀନ ଏବଂ ଉଦ୍ଦେଶ୍ୟମୂଳକ । ଭାରତୀୟ ଜନତା ପାର୍ଟି ପକ୍ଷରୁ ଆମେ ସମସ୍ତେ
Read More...

ଅକ୍ଟୋବର ରୁ ରାଜ୍ୟରେ ଆରମ୍ଭ ହେବ ଘର କୁ ଘର ସର୍ଭେ ପ୍ରକ୍ରିୟା।

ଭୁବନେଶ୍ୱର,୨୧ ଜୁଲାଇ ( ପ୍ରତ୍ୟୁଷା ବ୍ୟୁରୋ )୨୦୨୭ ମସିହାରେ ରାଜ୍ୟରେ ହେବାକୁ ଥିବା ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌର ସଂସ୍ଥା ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ପରିପ୍ରେକ୍ଷୀରେ
Read More...