ରୋମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0 173

ଭୁବନେଶ୍ବର,20/06/22 ( ପ୍ରତ୍ୟୁଷl ବ୍ୟୁରୋ):ରୋମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଇଟାଲୀରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନିନା ମାଲାହୋତ୍ରା ନବୀନଙ୍କୁ ସ୍ୱାଗତ ଜଣାଉଛନ୍ତି l ଉଲ୍ଲେଖ ଯେ ,ନବୀନ ତେର ଦିନିଆ ସରକାରୀ ଗସ୍ତରେ ବିଦେଶ ଯାଇଛନ୍ତି l ଏହି ସମୟ ମଧ୍ୟରେ ସେ ରାଜ୍ୟର ବିକାଶ ନେଇ ଭିନ୍ନ ଭିନ୍ନ ଉଚ୍ଚ ସ୍ତରୀୟ ବୈଠକରେ ଯୋଗ ଦେବେ l ପ୍ରବାସୀ ଓଡ଼ିଆ ମାନଙ୍କ ସହ ଭାବ ମଧ୍ୟ କରିବେ l

Leave A Reply

Your email address will not be published.