ଖ୍ରୀଷ୍ଟମାସକୁ ସ୍ୱାଗତ ପାଇଁ ତାରକା ହୋଟେଲ ସ୍ୱସ୍ତିରେ ଗ୍ରାଣ୍ଡ କେକ ମିକ୍ସ ସେରମୋନି
ଭୁବନେଶ୍ୱର ,5.11.26 ( ପ୍ରତ୍ୟୁଷା ବ୍ୟୁରୋ ): ନୂତନ ଇଂରାଜୀ ବର୍ଷ ୨୦୨୭ ର ପଦ ଧ୍ୱନି ଏବେଠୁ ଗୁଞ୍ଜରିତ ହେଲାଣି। ଏହି କ୍ରମରେ ତାରକା ହୋଟେଲ ସ୍ୱସ୍ତି ରେ ଖୁବ ଧୁମଧାମ ରେ କେକ୍ ମିକ୍ସ ସେରମୋନି ପାଳନ ହୋଇଛି। ଗ୍ରାହକ ମାନଙ୍କୁ ନୂଆ ବର୍ଷରେ ମଜ୍ଜା ଦେବା ପାଇଁ ଏହି ପ୍ରୟାସ ବୋଲି!-->…
Read More...
Read More...