ମା ‘ ମମତାମୟୀ, ପ୍ରେରଣାଦାୟିନୀ
ଜନ୍ମଦାତ୍ରୀଙ୍କ ଆଶୀର୍ବାଦ ନେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0 197

ଅହମ୍ମଦାବାଦ 18/6( ପ୍ରତ୍ୟୁଷା ବ୍ୟୁରୋ ):

ମା ‘ ଙ୍କ ଆଶୀର୍ବାଦ ନେବାକୁ ନୂଆଦିଲ୍ଲୀରୁ ଛୁଟି ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ମା ‘ ତାଙ୍କର ଏକ ଶତବର୍ଷ ଆଜି ପୁରଣ କରିଛନ୍ତି l ଏଣୁ ମାଆଙ୍କ ଜନ୍ମଦିନରେ ତାଙ୍କୁ ଭେଟି ତାଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି l ମୋଦିଙ୍କ ଏହି ବିଚାର ଦେଶବାସୀଙ୍କୁ ମାତୃ ବନ୍ଦନା ପାଇଁ ପ୍ରେରଣା ଯୋଗାଇବ ନିଶ୍ଚୟ l

Leave A Reply

Your email address will not be published.