ରଥଯାତ୍ରାକୁ ଆଉ ଦଶଦିନ,ବଡଦାଣ୍ଡରେ ଆଗେଇ ଚାଲିଛି ରଥ ନିର୍ମାଣ

0 181

ପୁରୀ 20/6 ( ପ୍ରତ୍ୟୁଷା ନ୍ୟୁଜ )
ଆଷାଢ଼ ଶୁକ୍ଳ ଶ୍ରୀଗୁଣ୍ଡିଚା ତିଥିକୁ ମାତ୍ର ଆଉ ଦଶ ଦିନ I ଏହାକୁ ଦୃଷ୍ଟିରେ ରଖି ମହାରଣା ସେବାୟତମାନେ ରାତିଦିନ ଏକ କରିଦେଇଛନ୍ତି I ଦୁଇବର୍ଷ ଧରି ମହାମାରୀ ପାଇଁ ରଥଯାତ୍ରା ବନ୍ଦ ଥିଲା ଏବେ ସବୁ କିଛି ଠିକ ଠାକ ଚାଲିଛି ଏଣୁ ସମସ୍ତେ ଭାବ ବିହ୍ଵଳ କାଳିଆକୁ ବଡ଼ ଦାଣ୍ଡରେ ଦର୍ଶନ କରିବେ I ଦେଖନ୍ତୁ ରଥ ଖଳାରେ ଆଗେଇ ଚାଲିଥିବା ରଥ ନିର୍ମାଣର ଆଲୋକ ଚିତ୍ର l

Leave A Reply

Your email address will not be published.