ମିଶନ ଡ୍ରିମ୍ସ ପକ୍ଷରୁ ‘ମିଷ୍ଟର, ମିସ୍ ଓ ମିଷ୍ଟ୍ରେସ ଇଣ୍ଡିଆ-୨୦୨୪’ ଓଡିଶାରେ ଅନୁଷ୍ଠିତ ହେବ ।

0 40

ଭୁବନେଶ୍ଵର, 03.08.24 ( ପ୍ରତ୍ୟୁଷା ବ୍ୟୁରୋ ) : ଗ୍ରାମର (ସୌନ୍ଦର୍ଯ୍ୟ) ଶିଳ୍ପରେ ବିଶ୍ଵାସର ସହ ଭାଗନେବାକୁ ଆଜିର ବିକଶିତମନସ୍କ ପ୍ରତିଭାମାନଙ୍କ ପାଇଁ ସୁନ୍ଦରୀ ପ୍ରତିଯୋଗିତା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଖୁସିର କଥା ସେ ଜାତୀୟ ସ୍ତରୀୟ ପାଜେଣ୍ଟ ସୋ ମିଶନ ଡ୍ରିମ୍ସ ପକ୍ଷରୁ ମିଷ୍ଟର, ମିସ୍ ଓ ମିଣ୍ଟ୍‌ସ ଇଣ୍ଡିଆ ୨୦୨୪ ଓଡିଶାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହା ହେବ ସିଜନ ୨ ଗ୍ରାଣ୍ଡ ଫିନାଲେ । ପ୍ରିୟା ପ୍ରିୟମ୍ବଦା, ଯିଏ କି କଣେ ପ୍ରତିଷ୍ଠିତ “ସୁପର ମଡେଲ, ଅଭିନେତ୍ରୀ, ସୋସିଆଲ ମିଡିଆ ଇନଫ୍ଲୁଏନସର, ‘ମିଶନ ଡ୍ରିମସ”, “ବି ୟୁ ରେକବିସ” ଏବଂ ସର୍ବକାରକୀୟ ଫ୍ୟାସନ ୱିକ’ର ସିଇଓ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଆହ୍ବାନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ନିମ୍ନୋକ୍ତ ନିଶିକାନ୍ତ ମିଶ୍ର, ମିସ ଇଣ୍ଡିଆ ବିଶିଷ୍ଟ ବ୍ୟକ୍ତିବୃନ୍ଦ ଯୋଗଦାନ କରିଛନ୍ତି । ବିମ୍ବ ଆଡ଼ମାର୍କର ପରିଗଳନା ନିର୍ଦେଶକ ୧ ୨୦୨୩ର ବିଜେତା ଅୟନା, ମିସ ଇଣ୍ଡିଆ ୨୦୨୨ର ବିଜେତା କେ ଆର ସନ୍ତୋସିନା, ଓଲିଉଡ୍ ଅଭିନେତା ଭୂମିକା ଦାଶ, ଚଳଚ୍ଚିତ୍ର ନିର୍ମାତା, ଟିକି ଓଟିଟି କ୍ରିଏଟିଭ ହେବ, କ୍ରିଏଟିଭ ଡିରେକ୍ଟର ଶାନ୍ତନୁ କୁମାର ସିଅ, ମିଶନ ଡ୍ରିମ୍ସ ‘ମିଷ୍ଟର, ମିସ୍ ଓ ମିସ ଇଣ୍ଡିଆ’, ‘ଓଡ଼ିଶା ଭାସ୍କର’ର ମୁଖ୍ୟ ସମ୍ପାଦକ ପ୍ରଦୋଷ ପଟ୍ଟନାୟକ, ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ଉପସଭାପତି ତଥା “ଜନ୍ମଦିପଥେ’ର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତ, ମିଶନ ବିମ୍ବର ଓଡ଼ିଶା ମୁଖ୍ୟ ପ୍ରଜାସ ରଞ୍ଜନ ଦାସ । ପୂର୍ବ ବିଜେତା ଅୟନା ଏବଂ କେଆର ସନ୍ତୋସିନା ଏ ସମ୍ପର୍କରେ ମତ ରଖି କହିଛନ୍ତି ଯେ ଇସାହା ପ୍ରତିଭାମାନଙ୍କ ପାଇଁ ମିଶନ ଡ୍ରିମସ ଏକ ବଡ ପ୍ଲାଟଫର୍ମ ସାଜିଛି । ଚଳଚ୍ଚିତ୍ର ନିର୍ମାତା, କ୍ରିଏଟିଭ କନସଲଦାସ ଶାନ୍ତନୁ କୁମାର ସିଅ କହିଛନ୍ତି ଯେ ଏହି ପ୍ଲାଟଫର୍ମ ଓଡିଶାର ସଂସ୍କୃତିକୁ ଫ୍ୟାସନ ଜରିଆରେ ପ୍ରବାର ଓ ପ୍ରସାର କରୁଛି ଏବଂ ନୂଆ ପ୍ରତିଭା ମାନଙ୍କ ଚଳଚ୍ଚିତ୍ର ଏବଂ ଫ୍ୟାସନ ଶିକମାନଙ୍କରେ ଯୋଗ ଦେବାକୁ ସୁଯୋଗ ସୃଷ୍ଟି କରୁଛି ।

Leave A Reply

Your email address will not be published.