ଟେକ୍ନୋସ୍କ୍ରାଇବ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ

0 56

ଭୁବନେଶ୍ବର, 28.07.24 ( ପ୍ରତ୍ୟୁଷା ବ୍ୟୁରୋ ) : ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ଆନୁକୂଲ୍ୟରେ ସଂଘର ମୁଖପତ୍ର ୫୦ ବର୍ଷ ପୁର୍ତ୍ତି ଉପଲକ୍ଷେ ଟେକ୍ନୋ ସ୍କ୍ରାଇବ ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ଆଇନ୍ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ ଶୁଭାରମ୍ଭ କରିଥଲେ । ସଚିତ୍ର ମୋହନ ରାଉଳ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଶ୍ରୀକାନ୍ତ କୁମାର ମହାପାତ୍ର ସଭାରେ ସଭାପତିତ୍ବ କରିଥିଲେ ଏବଂ ବଡ଼ଚଣା ବିଧାୟକ ଅମର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଟେକ୍ନୋ ସ୍କ୍ରାଇବ ସ୍ମରଣିକା ଉନ୍ମୋଚିତ ହୋଇଥିଲା ।

Leave A Reply

Your email address will not be published.