୬୨ ବର୍ଷରେ ପଦାର୍ପଣ କଲା ଓ ୟୁ ଏ ଟି

0 94

ଭୁବନେଶ୍ୱର ୨୪/୮ ( ପ୍ରତ୍ୟୁଷା ବ୍ୟୁରୋ) :ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୬୨ତମ ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମ ଆରମ୍ଭରେ ବନ୍ଦେ ଉତ୍କଳଜନନୀ ସଙ୍ଗୀତ, ଓ ୟୁ ଏ ଟି ଗୀତିକା ଓ ପବିତ୍ର ବୃକ୍ଷରେ ଜଳ ଦାନ ପରେ ସ୍ବାଗତ ଭାଷଣ ଏକ୍ସଟେନସନd ଡିନ ପ୍ରସନ୍ନଜିତ୍ ମିଶ୍ର ପାଠ କରିଥିଲେ l କାର୍ଯ୍ୟକ୍ରମରେ ଅନୁଷ୍ଠାନର କୁଳପତି ପ୍ରଭାତ କୁମାର ରାଉଳ ସଭାପତିତ୍ୱ କରି କରିଥିଲେ l

Leave A Reply

Your email address will not be published.