ବରୋସିଲ ର ଡିଲର ମିଟ୍ । ପାର୍ବଣ ପାଇଁ ସ୍ଵତନ୍ତ୍ର ଅଫର୍।

0 114

ଭୁବନେଶ୍ଵର ୨୬/୦୮( ପ୍ରତ୍ୟୁଷା ବ୍ୟୁରୋ) ମୁମ୍ବାଇ ସ୍ଥିତ ରୋଷେଇ ସାମଗ୍ରୀ ଉତ୍ପାଦନ ପାଇଁ ଗ୍ରାହକ ମାନଙ୍କ ବିଶ୍ଵାସ ଜିତି ଆସୁଥିବା ବରୋସିଲ କମ୍ପାନୀ ପକ୍ଷରୁ ଭୁବନେଶ୍ଵର ଠାରେ ଡିଲର ମୀଟ ଅନୁଷ୍ଠିତ ହୋଇ ଯାଇଅଛି l କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଓଡିଶାର ପ୍ରାୟ ୧୧୦ ଷ୍ଟକିଷ୍ଟ୍ ଓ ଡିଲର l କଂପାନୀ ର ସାଧାରଣ ପରିଚାଳକ ନୀତିନ ଧଣ୍ଡ ଡିଲର ଓ ଗ୍ରାହକ ମାନଙ୍କ ଆସନ୍ତା ପାର୍ବଣ ଅବସରରେ ରହିଥିବା ବିଭିନ୍ନ ଅଫର୍ ସମ୍ପର୍କରେ ସୂଚନା ଦେଇଥିଲେ l ଏହି ଅବସରରେ କମ୍ପାନୀ ପକ୍ଷରୁ କେତେକ ନୂଆ ଉତ୍ପାଦ ଲଞ୍ଚ କରାଯାଇ ଥିଲା ।କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ମନୋଜ ମାର୍କେଟଙ୍ଗି ର ନିର୍ଦେଶକ ମନୋଜ ଯୋଶୀ।

Leave A Reply

Your email address will not be published.