ନୟାପଲ୍ଲୀରେ ସପ୍ତାହବ୍ୟାପି 20ରୁ ଭାଗବତ କଥା

0 134

ଭୁବନେଶ୍ୱର 19/02( ପ୍ରତ୍ୟୁଷା ବ୍ୟୁରୋ )ନୟାପଲ୍ଲୀ ମା ‘ ବରବେଇ ମନ୍ଦିର ପ୍ରାଙ୍ଗଣରେ ସପ୍ତାହ ବ୍ୟାପି ଶ୍ରୀମଦ ଭାଗବତ କଥା ଉତ୍ସବ ଆସନ୍ତା କାଲି ଠାରୁ ରବିବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ବାବାଜୀ ଅମୃତାନନ୍ଦ ଦାସ ମହାରାଜ ପ୍ରତ୍ୟହ ସନ୍ଧ୍ୟା ସାଢେ ଛଅ ଟାରୁ ପ୍ରବଚନ ଦେଵେ l ଏହି ଅବସରରେ ସର୍ଜନ ମଣ୍ଡଳୀ ବହୁ ସଂଖ୍ୟାରେ ଯୋଗ ଦେଇ ହରି କଥା ଶୁଣିବାକୁ ଆୟୋଜକଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.