21ରୁ ବଜେଟ ଅଧିବେଶନ ସର୍ବଦଳୀୟ ବୈଠକ ଆରମ୍ଭ

0 113

ଭୁବନେଶ୍ୱର 20/02 ( ପ୍ରତ୍ୟୁଷା ନ୍ୟୁଜ ):

ବୈଠକରେ ଅଧ୍ୟକ୍ଷତା କରୁଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଉପସ୍ଥିତ ଅଛନ୍ତି।ଅନ୍ୟ ମାନଙ୍କ ମଧ୍ୟ୍ୟରେ କଂଗ୍ରେସରୁ ନରସିଂହ ମିଶ୍ର, ଲକ୍ଷଣ ମୁଣ୍ଡା ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଛନ୍ତି।ଗୃହ କିପରି ସୁରୁଖୁରୁରେ ଚାଲିବ ସେ ନେଇ ଆଲୋଚନା ଜାରି ରହିଛି।

Leave A Reply

Your email address will not be published.