ଭାରତରେ ୫ଜି ନେତୃତ୍ୱକୁ ସୁଦୃଢ଼ କରିବା ପାଇଁ ଗ୍ୟାଲାକ୍ସି A14 5G ଓ ଗ୍ୟାଲାକ୍ସି A23 5G ଲ କରିଛି ସାମ୍‌ସଙ୍ଗ

0 215

ଭୁବନେଶ୍ୱର, ୧ ଫେବୃୟାରୀ ୨୦୨୩ (ପ୍ରତ୍ୟୁଷା ବ୍ୟୁରୋ): ଭାରତର ସର୍ବବୃହତ୍ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ ସାମ୍‌ସଙ୍ଗ ପକ୍ଷରୁ ଆଜି ଏହାର ନୂଆ ଗ୍ୟାଲାକ୍ସି A14 5G ଓ ଗ୍ୟାଲାକ୍ସି A23 5Gର ଳ ଘୋଷଣା କରାଯାଇଛି । ଲୋକପ୍ରିୟ ‘ଏ’ ସିରିଜ୍‌ରେ ଏହି ନୂତନ ଯୋଗ ଏକ ସୁଲଭ ମୂଲ୍ୟରେ ନୂତନ ଗ୍ୟାଲାକ୍ସି ଉଦ୍ଭାବନର ସମ୍ପୂର୍ଣ୍ଣ ପ୍ୟାକେଜ୍ ପ୍ରଦାନ କରିବାକୁ ଲକ୍ଷ୍ୟ ରଖୁଛି | ଏ ସମ୍ପର୍କରେ ସାମ୍‌ସଙ୍ଗ ଇଣ୍ଡିଆର ମୋବାଇଲ ବିଜନେସ୍ ବିଭାଗର ବରିଷ୍ଠ ନିର୍ଦ୍ଦେଶକ ଆଦିତ୍ୟ ବାବର କହିଛନ୍ତି, “ ସାମ୍‌ସଙ୍ଗ ଏହାର ୫ କି ଡିଭାଇସ୍‌ଗୁଡ଼ିକର ବିସ୍ତୃତ ପୋର୍ଟଫୋଲିଓ ସହିତ ଭାରତରେ ୫ଜି ଗ୍ରହଣୀୟତାକୁ ପରିଚାଳନା କରୁଛି । ଗ୍ୟାଲାକ୍ସି A14 5G ଓ A23 5Gର ଲ ସହିତ ସାମ୍‌ସଙ୍ଗ ଏବେ ଦେଶରେ ୫ଜି ଡିଭାଇସ୍‌ଗୁଡ଼ିକର ବିସ୍ତୃତ ବିତରଣ କରିବ ।” ଅସମ୍ ଡିଜାଇନ୍ ଗ୍ୟାଲାକ୍ସି A14 5G ୩ଟି ନୂଆ କଲର୍ – ଡାର୍କ ରେଡ଼, ଲାଇଟ୍ ଗ୍ରୀନ୍ ଓ ବ୍ଲାକ୍‌ରେ ଆସିବ । ଗ୍ୟାଲାକ୍ସି A23 5G ୩ଟି ଆକର୍ଷଣୀୟ କଲର୍ – ସିଲ୍‌ଭର, ଅରେଞ୍ଜ ଓ ଲାଇଟ୍ ବ୍ଲରେ ଆସିବ । ଅସମ୍ ଏ ରଟେନ୍‌ମେ ଗ୍ୟାଲାକ୍ସି A14 5G ବାସ୍ତବ ସୁଗମ ସ୍ତୋଲିଙ୍ଗ୍ ପାଇଁ ୯୦ ହର୍ଜ ରିଫ୍ରେଣ୍ଡ୍ ରେଟ୍ ସହିତ ୬.୬ ଇ ଏଚ୍‌ଡ଼ି+ ଡିସ୍‌ ସହ ଆସୁଛି । ୬.୬ ଇ ଏଫ୍ଏଚ୍‌ଡ଼ି + ସ୍କ୍ରିନ୍ ସହିତ ଗ୍ୟାଲାକ୍ସି A23 5G ନିମଜ୍ଜିତ କେ ସେ ଦୃଶ୍ୟତା ଅଭିଜ୍ଞତା ସୁନିଶ୍ଚିତ କରୁଛି । ଗ୍ୟାଲାକ୍ସି A14 5G ର ବେଷ୍ଟ-ଇନ୍-ସେଗ୍‌ମେ ୧୨୦ ହର୍ଜ ରିଫ୍ରେଶ୍ ରେଟ୍ ସୁଗମ ସ୍ଟ୍ରୋଲିଙ୍ଗ୍ ଓ ଫ୍ଲୁଇଡ୍ ସ୍କ୍ରିନ୍ ଟ୍ରାଞ୍ଜିଶନକୁ ସକ୍ଷମ କରୁଛି । ଅସମ୍ କ୍ୟାମେରା ଗ୍ୟାଲାକ୍ସି A23 5Gରେ ଜୀବନ୍ତ ଓ ଉଜ୍ଜ୍ବଳ ଫଟୋ ଏବଂ ଭିଡ଼ିଓ ସୁଟ୍ କରିବା ପାଇଁ ଅଲ୍ଟ୍ରା ୱାଇଡ୍, ଡେପ୍‌ଥ ଓ ମାକ୍ରୋ ଲେନ୍‌ ସହିତ ୫୦ ଏମ୍‌ପି କ୍ଵାଡ୍ ରିୟର କ୍ୟାମେରା ସେଟ୍ଅପ୍ ରହିଛି । ଗ୍ୟାଲାକ୍ସି A14 5G ଓଆଇଏସ୍ ସହ ଆସୁଛି ଯାହା ଉପଭୋକ୍ତାଙ୍କୁ କମ୍ପନ ଓ ବ୍ଲର ବିନା ଉଜ୍ଜ୍ଵଳ ଫଟୋ ଓ ଭିଡ଼ିଓ କ୍ଲିକ୍ କରିବାକୁ ଅନୁମତି ଦେଇଥାଏ । ଗ୍ୟାଲାକ୍ସି ଏ୧୪ ୫ ଜିରେ ହାଇକ୍ଵାଲିଟି ସଟ୍ ପାଇଁ ଡେପ୍ଲଥ ଓ ମାକ୍ରୋ ଲେନ୍ସ ସହିତ ୫୦ ଏମ୍ପି ଟ୍ରିପଲ୍-ଲେନ୍ସ ରିୟର କ୍ୟାମ।

Leave A Reply

Your email address will not be published.