ଭୁବନେଶ୍ୱର 01/02 ( ପ୍ରତ୍ୟୁଷା ବ୍ୟୁରୋ ):ଭାରତୀୟ ମାନସିକ ସ୍ୱାସ୍ଥ୍ୟ ସଂଗଠନ ଆନୁକୂଲ୍ୟରେ ଫେବୃଆରୀ ପହିଲା ସକାଳୁ ଏକ ବିଶାଳ ପଦ ଯାତ୍ରା ଆୟୋଜିତ ହୋଇଥିଲା l ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ l ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ମାନେ ପଦ ଯାତ୍ରାରେ ଯୋଗ ଦେଇଥିବା ଛାତ୍ର ଛାତ୍ରୀ ବ୍ୟକ୍ତି ବିଶେଷଙ୍କୁ କ’ଣ ଉଦବୋଧନ ଦେଇଛନ୍ତି ଶୁଣନ୍ତୁ।