‘ଏନରାଫ ନୋନିଅସ ଓ ଏବିଜେ ଫାଉଣ୍ଡେସନ ମଧ୍ୟରେ ବୁଝାମଣା’

ଭୁବନେଶ୍ବର,6/08/22 (ପ୍ରତ୍ୟୁଷା ବ୍ୟୁରୋ):ଭାରତର ସ୍ୱାସ୍ଥ୍ୟକ୍ଷେତ୍ରରେ ନେଦରଲାଣ୍ଡର ଏନରାଫ ନୋନିଅସ ପୁଞ୍ଜିନିବେଶ କରିବାକୁ ଯାଉଛି । ଏପିଜେ ଫାଉଣ୍ଡେସନ ସହ ଏନେଇ ଏନରାଫ ପକ୍ଷରୁ ଆଲୋଚନା ହୋଇ ଚୁକ୍ତି ବୁଝାମଣା ଶେଷ ହୋଇଛି । ପ୍ରାୟ ୧୦ ହଜାର କୋଟିର ପୁଞ୍ଜି ନିବେଶ ହେବା ପାଇଁ ଯାଉଥିବା
Read More...

ଅହେତୁକ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ମନଇଛା ସାଧାରଣ ଖାଦ୍ୟ ପଦାର୍ଥ ଉପରେ ଜିଏସ୍‌ଟି ଲାଗୁ ପ୍ରତିବାଦରେ ଓଡ଼ିଶା…

ଭୁବନେଶ୍ବର,05/08/22 (Pratyusha Bureau):ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା ଓ ଜନମାରଣ ଜିଏସ୍‌ଟି ଲାଗୁ ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ ସଭପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ କରାଯାଇଛି । ହଜାର
Read More...

ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଆକାଶଛୁଆଁ ଦରବୃଦ୍ଧି, ବେକାରୀ ସମସ୍ୟା ମନଇଛା ଜିଏସଟି ଅଗ୍ନିପଥ ଯୋଜନା ଲାଗୁ…

ଭୁବନେଶ୍ବର,3/08/22 (ପ୍ରତ୍ୟୁଷା ବ୍ୟୁରୋ) :ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ବେକାରୀ ସମସ୍ୟା, ଅଗ୍ନିପଥ ଯୋଜନା ଏବଂ ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍‌ଟି ଲାଗୁ ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ
Read More...

ଓଏସଡିଏର ଲେଟ୍ସ ପ୍ଲେ ଆଇଟିଆଇ ଯୋଜନା ନିମନ୍ତେ ତାଲିମ ସମାପ୍ତ କଲେ ସ୍ପୋର୍ଟ୍ସ ଚେଞ୍ଜ ଲିଡର

ଭୁବନେଶ୍ବର, 29/07/22 (ପ୍ରତ୍ୟୁଷା ବ୍ୟୁରୋ ):ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ଏବଂ ଟାଟା ଷ୍ଟ୍ରାଇଭ ପକ୍ଷରୁ ସରକାରୀ ଆଇଟିଆଇରେ ନିଯୁକ୍ତ ୧୫ ଜଣ ସ୍ପୋର୍ଟ୍ସ ଚେଞ୍ଜ ଲିଡରମାନଙ୍କୁ ଦଶ ଦିନିଆ ତାଲିମ ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ କଳିଙ୍ଗ ଷ୍ଟାଡିୟମଠାରେ ଏକ
Read More...

ଚେସ ଅଲିମ୍ପିଆଡରେ ଯୋଗଦେଇ ପ୍ରତିଯୋଗୀଙ୍କୁ ଶୁଭକାମନା ଜଣାଇଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ବର,29/07/22 (ପ୍ରତ୍ୟୁଷା ବ୍ୟୁରୋ):ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଚେନ୍ନାଇର ମହାବଳୀପୁରମରେ ଅନୁଷ୍ଠିତ ୪୪ତମ ଚେସ ଅଲିମ୍ପିଆଡ ଉତ୍ସବରେ ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭକାମନା
Read More...