ଓଡ଼ିଆଙ୍କ ଭାବାବେଗ ବୁଝି ନାହାଁନ୍ତି ବିଜେଡ଼ି ସରକାର ।

ଭୁବନେଶ୍ୱର:ତା ୧୫.୦୧.୨୦୨୪ ( Pratyusha Bureau ): ଓଡ଼ିଶା ସରକାର ଅଣ ଓଡ଼ିଆ ଭାବଧାରା ଦ୍ୱାରା ପରିଚାଳିତ। ସେଥିପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିରକୁ କଳୁଷିତ କରୁଥିବାର ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ। ଏକ ସାମ୍ୱାଦିକ ସମ୍ମିଳନୀ
Read More...

କୃଷି ଓଡିଶା ୨୦୨୪ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ।

ଭୁବନେଶ୍ଵର ୧୨/୦୧( ପ୍ରତ୍ୟୁଷା ବ୍ୟୁରୋ) :ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ଜନତା ମଇଦାନଠାରେ ‘କୃଷି ଓଡିଶା-୨୦୨୪’ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କ ଅଧିକ ଭାଗିଦାରୀ ପାଇଁ ଆହ୍ୱାନ
Read More...

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ଲୋଗୋର ଟ୍ୟାଗ୍‌ଲାଇନ୍ – ‘ଭାଷା ହିଁ…

ଭୁବନେଶ୍ବର, 11.01.2024 ( ପ୍ରତ୍ୟୁଷା ବ୍ୟୁରୋ) :ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା
Read More...

ଆସନ୍ତା କାଲିଠୁ ୩ ଦିନ ୪୩ ତମ ରିଜିଓନାଲ କଷ୍ଟ କନଫେରେନ୍ସ-୨୦୨୪ ।

ଭୁବନେଶ୍ଵର: ୧୧/୦୧ ( ପ୍ରତ୍ୟୁଷା ବ୍ୟୁରୋ )ଇନ୍‌ଷ୍ଟିଚ୍ୟୁଟ ଅଫ୍ କଷ୍ଟ ଆକାଉଣ୍ଟାଟ୍ ଅଫ ଇଣ୍ଡିଆ (ଆଇସିଏମ୍ଆଇ) ପୂର୍ବାଞ୍ଚଳ ଇଣ୍ଡିଆ ରିଜିଓନାଲ କାଉନ୍‌ସିଲ ଏବଂ ଭୁବନେଶ୍ଵର ଚାପ୍ଟର ପକ୍ଷରୁ ' ରୁପାନ୍ତର: ନୂତନ ଭାରତ-ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଆହ୍ଵାନ ଏବଂ ସୁଯୋଗ” ବିଷୟ ସମ୍ପର୍କୀତ
Read More...

ପି ସି ସି ସଭାପତି ଶରତ ପଟ୍ଟନାୟକଙ୍କ ପିତୃ ବିୟୋଗ ।

ଭୁବନେଶ୍ଵର ୧୧/୦୧( ପ୍ରତ୍ୟୁଷା ବ୍ୟୁରୋ):ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ପିତା ବିଶିଷ୍ଟ ଶିକ୍ଷାବିତ୍ ଯୁଗଳ କିଶୋର ପଟ୍ଟନାୟକଙ୍କ ପରଲୋକ ୯୮ ବର୍ଷ ବୟସରେ ହୋଇଯାଇଛି l ସ୍ବର୍ଗତ ପଟ୍ଟନାୟକଙ୍କ ପରଲୋକ ଗମନ ଖବର ପାଇବା ମାତ୍ରେ ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି l
Read More...

ଆଦିତ୍ୟ ବିର୍ଲା ହେଲ୍‌ଥ ଇନ୍ସୁରାନ୍ସ ପକ୍ଷରୁ ‘ଆକ୍ଟିଭ୍ ୱାନ୍’ ଉନ୍ମୋଚିତ ।

ଭୁବନେଶ୍ବର: ୧୧/୦୧ ( ପ୍ରତ୍ୟୁଷା ବ୍ୟୁରୋ ):ଆଦିତ୍ୟ ବିର୍ଲା କ୍ୟାପିଟାଲ୍‌ର ଏକ ଅଂଶ ଆଦିତ୍ୟ ବିର୍ଲା ହେଲ୍‌ଥ ଇନ୍ସୁରାନ୍‌ ପକ୍ଷରୁ ଏକ ସରଳ ଏବଂ ବ୍ୟାପକ ସ୍ଵାସ୍ଥ୍ୟ ବୀମା ଯୋଜନାର ଶୁଭାରମ୍ଭ କରାଯାଇଛି l ଯାହା ପଲିସିଧାରକଙ୍କ ସ୍ବାସ୍ଥ୍ୟ ବୀମା ଆବଶ୍ୟକତା ସହିତ ସେମାନଙ୍କୁ ସୁସ୍ଥକର
Read More...

୧୨ରୁ ତିନି ଦିନ କୃଷି ଓଡିଶା ୨୦୨୪ ।

ଭୁବନେଶ୍ବର, ୮/୦୧ (ପ୍ରତ୍ୟୁଷା ବ୍ୟୁରୋ): ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆସନ୍ତା ଜାନୁଆରୀ ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ଜନତା ମଇଦାନଠାରେ ‘ କୃଷି ଓଡ଼ିଶା - ୨୦୨୪’ ଆୟୋଜିତ ହେବ। ଚଳିତ ବର୍ଷ କୃଷି ଓଡ଼ିଶାର ବିଷୟବସ୍ତୁ ରହିଛି ‘ କୃଷି
Read More...