ଵି.ଏମ.ସି ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ
ଭୁବନେଶ୍ବର,9/04( ପ୍ରତ୍ୟୁଷl ବ୍ୟୁରୋ):ବି. ଏମ. ସି ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ l ଭୁବନେଶ୍ୱର ମହାନଗର ନିଗମ ର ପ୍ରଶାସନିକ ଅଧିକାରୀ ଆଇ ଏ ଏସ ସଂଗ୍ରାମଜୀତ ନାୟକ ନୂଆ ମେୟରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ଏହା ପରେ ସମସ୍ତ କର୍ପୋରେଟର ମାନେ ଶପଥ ପାଠ ସମୂହ କରିଥିଲେ!-->…
Read More...
Read More...