ବୋକା କାଫେ ସହଭାଗିତାରେ ଆଗକୁ ବଢ଼ୁଛି ଓଡିଶା ମିଲେଟ ମିଶନ

0 227

ଭୁବନେଶ୍ୱର 24/9( ପ୍ରତ୍ୟୁଷା ନ୍ୟୁଜ )
ଜନସାଧାରଣଙ୍କ ମଧ୍ୟରେ ବାଜରା ଯଅ ଓ ମାଣ୍ଡିଆ ଜାତୀୟ ଶସ୍ୟରେ ପ୍ରସ୍ତୁତ ବ୍ୟଞ୍ଜନକୁ ଆଦୃତ କରାଇବା ପାଇଁ ଓ ଏମ ଏମ ( ଓଡିଶା ମିଲେଟ ମିଶନ ) ବୋକା କାଫେ ସହାଭାଗିତା ରେ ପଦକ୍ଷେପ ନେଇଛି l

ଏହି ଅବସରରେ ଓଡିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମିଲେଟ ମିଶନର ଆଭିମୁଖ୍ୟ ଉପରେ ମତ ରଖିଥିଲେ l ସମ୍ମାନିତ ଅତିଥି ଭାବେ ଓଡ଼ିଆ ସିନେମାର ହାସ୍ୟ ଅଭିନେତା ସତ୍ୟବ୍ରତ ତ୍ରିପାଠୀ, ପ୍ରିଲ୍ୟୁଡ଼ର ସତ୍ୟବ୍ରତ ରଥ ଓ ସମୀର ହଂସ ଯୋଗ ଦେଇଥିଲେ l

Leave A Reply

Your email address will not be published.