Browsing Tag

2024

ନୂଆ ଓଡ଼ିଶା ଆଣିବ ନିବେଶ ସମ୍ଭାବନା, ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ।

ଭୁବନେଶ୍ବର, ୨୦ ଫେବୃଆରୀ ୨୦୨୪( ପ୍ରତ୍ୟୁଷା ବ୍ୟୁରୋ ) : ବିଭିନ୍ନ କ୍ଷେତ୍ରରେ ଲଗାତାର ଅଭିବୃଦ୍ଧି ସହ ଓଡ଼ିଶାରେ ଆଜି ରୂପାନ୍ତରଣର ଏକ ନୂଆ ଚିତ୍ର ସ୍ପଷ୍ଟ ହୋଇପାରିଛି ରାଜ୍ୟରେ ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ସହ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ସାରା…
Read More...

ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ।

ଭୁବନେଶ୍ୱର,ତା.୧୬/୦୨ ( ପ୍ରତ୍ୟୁଷା ବ୍ୟୁରୋ ): ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଆସନ୍ତାକାଲିଠାରୁ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ । ଏହି ଅଧିବେଶନରେ ଆଗାମୀ ସାଧାରଣ ନିର୍ବାଚନର ଚୂଡାନ୍ତ ରଣନୀତି ପ୍ରସ୍ତୁତ କରାଯିବ । ଆସନ୍ତାକାଲି ୧୭ତାରିଖ ଦିନ ରାଷ୍ଟ୍ରୀୟ…
Read More...

ପିଏନ୍‌ବିର ମୋହନା ଶାଖା ସ୍ଥାନାନ୍ତରଣ ।

ବ୍ରହ୍ମପୁର: ( ପ୍ରତ୍ୟୁଷା ବ୍ୟୁରୋ ) ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ଗଜପତି ଜିଲ୍ଲାସ୍ଥିତ ମୋହନା ଶାଖା ନୂତନ ପରିସରକୁ ସ୍ଥାନାନ୍ତରଣ ହୋଇଅଛି। ବ୍ରହ୍ମପୁର ମଣ୍ଡଳର ମଣ୍ଡଳ ମୁଖ୍ୟ ଡଃ ଆଲୋକ ରଞ୍ଜନ ସେନାପତି ଆନୁଷ୍ଠାନିକ ଭାବେ ଏହି ପରିସରକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଏକ ଗ୍ରାହକ…
Read More...

ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ର ଆଜି ଶେଷ ଦିନ ।

ଭୁବନେଶ୍ଵର , 14.02.24 ( ପ୍ରତ୍ୟୁଷା ବ୍ୟୁରୋ ) :ଏସିଆନ୍ ଆଫ୍ରିକାନ୍ ଚାମ୍ବର ମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଏଏସିସିଆଇ) ଓଡିଶା ଚାପ୍ଟରର ଆନ୍ତର୍ଜାତୀୟ ଭାବେ ଯୋଗ ଦେଇ ଏହାର ବ୍ୟବସା ସମ୍ମିଳନୀ ଏବଂ ଏକ୍ସପେ ଏକ୍ସପୋ ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନ୍ ବାଟିକା ଠାରେ ଅନୁଷ୍ଠିତ…
Read More...

ରାଜ୍ୟସ୍ତରୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ମିଶନଶକ୍ତି ଗୋଷ୍ଠୀର ସଶକ୍ତିକରଣ ।

ଭୁବନେଶ୍ବର, 13.02.24 ( ପ୍ରତ୍ୟୁଷା ବ୍ୟୁରୋ) :ଭୁବନେଶ୍ୱରର ବୈଶାଖୀ ମହାସଂଘର ଲକ୍ଷ୍ମୀପ୍ରିୟା ରାଉତ କୁହନ୍ତି, “ଆମର ମହାସଂଘ କାର୍ଯ୍ୟ ସମ୍ପାଦନ ଏଜେନ୍ସି ଭାବରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍ (ବିଏମସି) ଠାରୁ ୱାର୍କ ଅର୍ଡର ଗ୍ରହଣ କରି ମୁକ୍ତା ଯୋଜନା ଅଧୀନରେ ପାର୍କ…
Read More...

ଏଏସିସିଆଇର ୩ ଦିନିଆ ସମ୍ମିଳନୀ ଉଦ୍‌ଘାଟିତ ।

ଭୁବନେଶ୍ୱର ( ପ୍ରତ୍ୟୁଷା ବ୍ୟୁରୋ ) 13.02.24 : ଏସିଆନ୍ ଆଫ୍ରିକାନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଏଏସିସିଆଇ) ଓଡିଶା ଚାପ୍ଟରର ଆନ୍ତର୍ଜାତୀୟ ବ୍ୟବସାୟିକ ସମ୍ମିଳନୀ ଏବଂ ଏକ୍ସପୋ ଭୁବନେଶ୍ବରସ୍ଥିତ ମେ ଫେୟାର ଲାଗୁନ୍ ବାଟିକା ଠାରେ ଆରମ୍ଭ ହୋଇଯାଇଛି। ଇଥୁଓପିଆର ଆମ୍ବାସାଡାର…
Read More...

୧୬ରୁ ତିନି ଦିନ ରାଜ୍ୟ ସ୍ତରୀୟ ମତ୍ସ୍ୟ – ପ୍ରାଣୀ ସମାବେଶ ।

ଭୁବନେଶ୍ୱର, ୧୨-୦୨-୨୦୨୪( ପ୍ରତ୍ୟୁଷା ବ୍ୟୁରୋ) ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶାରେ ପ୍ରଥମଥର ରାଜ୍ୟ ସରକାର ଆୟୋଜନ କରିଛନ୍ତି l ଏଥିରେ ଓଡ଼ିଶାର ଗ୍ରାମାଞ୍ଚଳରେ ବହୁସଂଖ୍ୟକ ଲୋକ ଜୀବିକା ଓ ଉପାର୍ଜନ ପାଇଁ ସୁବିଧା ପାଇବେ ବୋଲି ମତ୍ସ୍ୟ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ…
Read More...