Browsing Tag

Breakingnews

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କନ୍ୟାକୁମାରୀରୁ ଭାରତ ଯୋଡ ଯାତ୍ରା ଆରମ୍ଭ

ଭୁବନେଶ୍ବର,7/09/22 (ପ୍ରତ୍ୟୁଷା ବ୍ୟୁରୋ):ଦେଶର ଉତ୍କଟ ଦରଦାମ ବୃଦ୍ଧି, ବେକାରୀ ଓ କେନ୍ଦ୍ର ନେତୃତ୍ଵାଧୀନ ବିଜେପି ସରକାରର ସମ୍ବିଧାନ ବିରୋଧୀ ନୀତି ବିରୋଧରେ କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ଭାରତ ଯୋଡ ଯାତ୍ରା l ଏହି ଯାତ୍ରାରେ ସାମିଲ ହୋଇଛନ୍ତି
Read More...

ନବୀନ ପାଇଲେ ‘ଜୀବନବ୍ୟାପୀ ସାଧନା ସମ୍ମାନ’ , ସାଢ଼େ ଚାରି କୋଟି ଓଡ଼ିଆଙ୍କ ପାଇଁ କଲେ ଉତ୍ସର୍ଗ

ଭୁବନେଶ୍ବର,4/09/22 (ପ୍ରତ୍ୟୁଷା ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଲାଇଫଟାଇମ୍ ଆଚିଭମେଣ୍ଟ ବା ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ କରାଯାଇଛି । କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଆୟୋଜିତ
Read More...

କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁରରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭ

ବ୍ରହ୍ମପୁର,03/9 ( ପ୍ରତ୍ୟୁଷା ବ୍ୟୁରୋ ): ଭାରତର ସର୍ବବୃହତ ଗହଣା କଂପାନି କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁରରେ ଏହାର ସମ୍ପୂର୍ଣ୍ଣ ନୂଆ ଗହଣା ସୋ’ରୁମ୍‌ର ଶୁଭାରମ୍ଭ କରାଯାଇଛି । ସିଟି ହାଇସ୍କୁଲ୍ ରୋଡ୍‌ରେ ଅବସ୍ଥିତ ଏହି ନୂଆ ଓ ବିଳାସପୂର୍ଣ୍ଣ ସୋ’ରୁମ୍ ସହ କଲ୍ୟାଣ
Read More...

ନବୀନ ସରକାରରେ ବଢିଛି ଚାଷୀଙ୍କ ଦୁର୍ଦଶା

ଭୁବନେଶ୍ୱର, ତା ୩୦/୮ (ପ୍ରତ୍ୟୁଷା ବ୍ୟୁରୋ): ଚଳିତ ଖରିଫଚାଷରେ ୩୫ ଲକ୍ଷ ହେକ୍ଟର ଧାନଚାଷରୁ ଲଘୁଚାପ ଜନିତ ଅତିଶୟ ବର୍ଷା ଓ ବନ୍ୟାଦ୍ୱାରା ପାଖାପାଖି ୧୫ ଲକ୍ଷ ହେକ୍ଟର ଚାଷଜମିର ଧାନ ତଳି ସମ୍ପୂର୍ଣ୍ଣ ଧୋଇ ଯିବା ସହ ୫ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଅଣଧାନ ଓ ପନିପରିବା ପ୍ରଭୃତି ବ୍ୟାପକ
Read More...