Browsing Tag

Current news

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢ଼ାଞ୍ଚାରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ୱର,୧୩ ।୩ ( ପ୍ରତ୍ୟୁଷା ବ୍ୟୁରୋ ) : ଉତ୍ତର ଓଡ଼ିଶାରେ ଅବସ୍ଥିତ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲାର ଆର୍ଥିକ ବିକାଶ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢ଼ାଞ୍ଚାରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ନେତା
Read More...

କଳାମୋତିଆ ମୁକ୍ତ ବିଶ୍ଵ ପାଇଁ ହେବା ଏକତ୍ରିତ।

ଭୁବନେଶ୍ଵର ୧୪ ମାର୍ଚ୍ଚ ୨୦୨୪ , ( ପ୍ରତ୍ୟୁଷା ବ୍ୟୁରୋ ) : ଚିକିତ୍ସା ବିଜ୍ଞାନର ଅଗ୍ରଗତି ସତ୍ତ୍ୱେ ସାରା ବିଶ୍ବରେ ଏବେ ବି ୭ ନିୟୁତ ଲୋକ କଳା ମୋତିଆ ଚକ୍ଷୁ ରୋଗରେ ଆକ୍ରାନ୍ତ ଅଛନ୍ତି l ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତି ବର୍ଷ ସଚେତନତା ସୃଷ୍ଟି କରାଯାଇଛି l ଏହା କ୍ରମରେ ଭୁବନେଶ୍ୱର
Read More...

ଚିଲିକା ଆଞ୍ଚଳିକ ବିକାଶ ପରିଷଦର ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ଭୁବନେଶ୍ବର, 3.03.24 ( ପ୍ରତ୍ୟୁଷା ବ୍ୟୁରୋ ) : ଚିଲିକା ଆଞ୍ଚଳିକ ବିକାଶ ପରିଷଦର ୧୧ତମ ବାର୍ଷିକ ଉତ୍ସବ ରେଡକ୍ରସ ଭବନ ପରିସରରେ ଅନଷ୍ଠିତ ହେଇ ଯାଇଛି l ରବିବାର ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଫକୀର ଚରଣ ଶତପଥୀଙ୍କ ସଭାପତିତ୍ବରେ ପରିଚାଳିତ ହୋଇଥିଲା l
Read More...

ଏକ୍ସଆଇଏମରେ ସଫଳ ସମାପନ ଉତ୍ସବ ଅନୁଷ୍ଠିତ ।

ଭୁବନେଶ୍ବର, 3.03.24 ( ପ୍ରତ୍ୟୁଷା ବ୍ୟୁରୋ ) : ଇଲୁମିନାଟିକ୍ସ: ମିଡିଆ ଏବଂ ଜନସମ୍ପର୍କ ସେଲ୍ ସହଭାଗିତାରେ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟ (ନ୍ୟୁ କ୍ୟାମ୍ପସ), ଓଡିଶା ଫେବୃଆରୀ 29, 2022ରେ ଟ୍ୱେଡ଼କ୍ସଏକ୍ସଆଇଏମବିଶ୍ୱବିଦ୍ୟାଳୟ ର ସଫଳ ସମାପନ ଉତ୍ସବ ପାଳନ କରିଛି। ଚଳିତ ବର୍ଷର ଚୟନ
Read More...

ରାଜ୍ୟର ନୂଆ ବୟନ ଶିଳ୍ପ ହବ ହେବ ଖୋରଧା ଶିଳ୍ପାଞ୍ଚଳ ।

ଭୁବନେଶ୍ୱର, ୨୯/୨( ପ୍ରତ୍ୟୁଷା ବ୍ୟୁରୋ )ଖଣି, ଇସ୍ପାତ, ଆଲୁମିନିୟମ ଓ ଶକ୍ତି କ୍ଷେତ୍ରର ପୁଞ୍ଜିନିବେଶ ହାସଲ କରିବାରେ ଆଗୁଆ ଥିବା ଓଡ଼ିଶା ଏବେ ବୟନ କ୍ଷେତ୍ରରେ ପୁଞ୍ଜିନିବେଶ ନିବେଶ ହାସଲ କରିବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଖୋର୍ଦ୍ଧା ଏବେ ରାଜ୍ୟର ନୂଆ ବୟନ ହବ ଭାବେ ଉଭା ହୋଇଛି।
Read More...

ବିଜେପିରେ ହେଲେ ସାମିଲ ଚିଲିକା ବିଧାୟକ ତଥା ବିଜେଡି ନେତା ପ୍ରଶାନ୍ତ ଜଗଦ୍ଦେବ ।

ଭୁବନେଶ୍ୱର,ତା.୨୯/୦୨: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଆବଶ୍ୟକ । ଆଗାମୀ ଦିନରେ
Read More...

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ପାଇଲେ ସମ୍ମାନସୂଚକ ଡି.ଲିଟ୍ ଉପାଧି ( ଉତ୍କଳ…

ଭୁବନେଶ୍ବର, ୨୯ ଫେବୃଆରୀ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ରଙ୍କୁ ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ସମାରୋହରେ ସମ୍ମାନସୂଚକ ଡି.ଲିଟ୍ ଉପାଧି ରେ ସମ୍ମାନିତ କରାଯାଇଛି । ବିଶ୍ବବିଦ୍ୟାଳୟ ପରିସରରେ ଆଜି ଆୟୋଜିତ ଭବ୍ୟ
Read More...