Browsing Tag

Current news

ପ୍ରାଚୀନ ସଂସ୍କୃତି ଓ ପରମ୍ପରାର ମୂଲ୍ୟବୋଧ ନବ କଳିକାଙ୍କୁ ପ୍ରେରଣା ଦେବ ।

ଭୁବନେଶ୍ଵର ୦୧ ସେପ୍ଟେମ୍ବର ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ):ଆଧୁନିକତା ପ୍ରଭାବରେ ଆଜିର ନବ କଳିକା ପ୍ରାଚୀନ ସଂସ୍କୃତି ଓ ପରମ୍ପରା ସଂପର୍କକୁ ନିଜ ଠାରୁ ଦୂରେଇ ଯାଉଥିବା ଦେଖାଯାଉଛି l ଏଣୁ ସେମାନଙ୍କୁ ପାଠ ପଢା ଭିତରେ କଅଁଳ ମନକୁ ସଞ୍ଜତ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ତ୍ରୀପାଠୀ
Read More...

ଭୁବନେଶ୍ୱରରେ ସଭ୍ୟତାର ୧୨୩ତମ ଷ୍ଟୋର୍‌ର ଶୁଭାରମ୍ଭ ।

ଭୁବନେଶ୍ୱର, 13/08/24 (ପ୍ରତ୍ୟୁଷା ବ୍ୟୁରୋ): ଭାରତର ଅଗ୍ରଣୀ ପ୍ରିମିୟମ ଏଥ୍‌ନିକ ୱେୟାର ବ୍ରାଣ୍ଡ, ସଭ୍ୟତା ଭୁବନେଶ୍ୱର ଓଡିଶାରେ ଏହାର ୧୨୩ତମ ଷ୍ଟୋର ଓ ୨ୟ ଷ୍ଟୋର୍‌ର ବିଶାଳ ଶୁଭାରମ୍ଭ କରିଛି । ଏହି ନୂତନ ଷ୍ଟୋରର ଉଦ୍‌ଘାଟନ ଭୁବନେଶ୍ୱରରେ ଏହି ବ୍ରାଣ୍ଡର ଉପସ୍ଥିତିକୁ ଅଧିକ ସୁଦୃଢ
Read More...

ଓଡ଼ିଶା ଲାଇବ୍ରେରୀ ଏକାଡେମୀ ର ନବମ ବାର୍ଷିକ ସମ୍ମିଳନୀ ଏବଂ ଗ୍ରନ୍ଥାଗାରୀକ ଦିବସ ସମାରୋହରେ ଗ୍ରନ୍ଥାଗାର ଆନ୍ଦୋଳନକୁ…

ଭୁବନେଶ୍ୱର, ଓଡ଼ିଶା, ୧୧ ଅଗଷ୍ଟ ୨୦୨୪: ( ପ୍ରତ୍ୟୁଷା ବ୍ୟୁରୋ ) ଓଡିଶା ଲାଇବ୍ରେରୀ ଏକାଡେମୀର ନବମ ବାର୍ଷିକ ସମ୍ମିଳନୀ ଅବସରରେ ଗ୍ରନ୍ଥାଗାରିକ ଦିବସ ପାଳିତ ହୋଇ ଯାଇଛି l ଏହି ଅବସରରେ ଭୁବନେଶ୍ୱରର ଆଇସିଏମଆର-ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ ସେଣ୍ଟର ଠାରେ ଏକ ସେମିନାର ସହିତ ଜାତୀୟ
Read More...

୧୯ ବର୍ଷରେ ପାଶନ କ୍ଲବ ୟୁନିଟ – ୪ ପକ୍ଷରୁ ସ୍ୱତନ୍ତ୍ର ରଥରେ ଶ୍ରୀଗଣେଶଙ୍କ ଶ୍ରୀଜଗନ୍ନାଥ ବେଶରେ ପୁଜା ।

ଭୁବନେଶ୍ୱର, 11.08.24 ( ପ୍ରତ୍ୟୁଷା ବ୍ୟୁରୋ ) : ପାଶନ କ୍ଲବ ପକ୍ଷରୁ ଆଜି ଚଣ୍ଡିଖୋଲ ମହାବିନାୟକ ମନ୍ଦିରରୁ ଚଳିତ ବର୍ଷ ଶ୍ରୀଗଣେଶ ପୁଜା ନିମନ୍ତେ ସମସ୍ତେ ଯାଇ ପୁଜାକରି ଆଜ୍ଞା ମାଳଅଣାଯାଇଥିଲା ଏବଂ କାର୍ଯ୍ୟ ଆରମ୍ଭ ନିମନ୍ତେ ମୁଖ୍ୟ କାରିଗର ଶଚିକାନ୍ତ ଜେନାଙ୍କୁ ପ୍ରଦାନ କରାଯାଇଥିଲା ।
Read More...

ମିଶନ ଡ୍ରିମ୍ସ ପକ୍ଷରୁ ‘ମିଷ୍ଟର, ମିସ୍ ଓ ମିଷ୍ଟ୍ରେସ ଇଣ୍ଡିଆ-୨୦୨୪’ ଓଡିଶାରେ ଅନୁଷ୍ଠିତ ହେବ ।

ଭୁବନେଶ୍ଵର, 03.08.24 ( ପ୍ରତ୍ୟୁଷା ବ୍ୟୁରୋ ) : ଗ୍ରାମର (ସୌନ୍ଦର୍ଯ୍ୟ) ଶିଳ୍ପରେ ବିଶ୍ଵାସର ସହ ଭାଗନେବାକୁ ଆଜିର ବିକଶିତମନସ୍କ ପ୍ରତିଭାମାନଙ୍କ ପାଇଁ ସୁନ୍ଦରୀ ପ୍ରତିଯୋଗିତା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଖୁସିର କଥା ସେ ଜାତୀୟ ସ୍ତରୀୟ ପାଜେଣ୍ଟ ସୋ ମିଶନ ଡ୍ରିମ୍ସ ପକ୍ଷରୁ
Read More...