Browsing Tag

Current news

ସହିଦ ନଗରରେ ନିର୍ମାଣ ହେବ ଅତ୍ୟାଧୁନିକ ଅଡିଟୋରିୟମ ।

ଭୁବନେଶ୍ଵର: ୨୫/୧୧/୨୦୨୪ : ( ପ୍ରତ୍ୟୁଷା ବ୍ୟୁରୋ )ଭୁବନେଶ୍ଵର ମହାନଗର ନିଗମ (ବିଏମ୍‌ସି)ର ୨୬ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ବିଏମ୍‌ସି କମିଶନର
Read More...

ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ । ପ୍ରଥମ ଦିବସରୁ କମ୍ପିଲା ।

ଭୁବନେଶ୍ଵର , ୨୬/୧୧ ( ପ୍ରତ୍ୟୁଷା ବ୍ୟୁରୋ ) : ସପ୍ତଦଶ ବିଧାନ ସଭାର ଦ୍ଵିତୀୟ ଅଧିବେଶନ ତଥା ଶୀତ ଅଧିବେଶନ ୨୬ ନଭେମ୍ବର ୨୦୨୪ ମଙ୍ଗଳ ବାର ପୂର୍ବାହ୍ନ ୧୧ ଟାରୁ ଆରମ୍ଭ ହୋଇଛି। ବିଧାନ ସଭାର ପରମ୍ପରା ଅନୁସାରେ ବିଧାନ ସଭା ଗୃହ ପ୍ରାଙ୍ଗଣରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ପହଞ୍ଚିବା
Read More...

ମାର୍ଚ୍ଚ ପର୍ଯ୍ୟନ୍ତ ଗଞ୍ଜେଇ ଚାଷ ମୂଳୋତ୍ପାଟନ ଅଭିଯାନ ।

ଭୁବନେଶ୍ୱର,୨୫/୧୧( ପ୍ରତ୍ୟୁଷା ବ୍ୟୁରୋ ) : ସାଂପ୍ରତିକ ସମୟରେ, ଓଡ଼ିଶାର କେତେକ ଜିଲ୍ଲାରେ ବଡ଼ ଜଙ୍ଗଲ ଏବଂ ପାହାଡ଼ିଆ ଭୂମି ଅଛି, ଯେପରିକି କନ୍ଧମାଳ, ବୌଦ୍ଧ, ଗଜପତି,ରାୟଗଡା, ମାଲକାନଗିରି, କୋରାପୁଟ ଏବଂ ଅନ୍ୟାନ୍ୟ ପଡୋଶୀ ଜିଲ୍ଲାଗୁଡ଼ିକ ଗଞ୍ଜେଇ ଚାଷର କେନ୍ଦ୍ର ପାଲଟିଛନ୍ତି | ଆମ
Read More...