Browsing Tag

ODISHA NEWS

କଟକର ସିଡିଏଠାରେ ଶାନ୍ତି ମେମୋରିଆଲ ହସ୍ପିଟାଲର ଏକ ନୂଆ ୟୁନିଟ୍‌- ‘ଶାନ୍ତି ଚିକିତ୍ସା ହସ୍ପିଟାଲ’ ଉଦଘାଟିତ ।

କଟକ. 06.11.24 ( ପ୍ରତ୍ୟୁଷା ବ୍ୟୁରୋ): କଟକର ସିଡିଏଠାରେ ଏକ ନୂଆ ମଲ୍ଟି-ସ୍ପେଶିଆଲିଟି ହସ୍ପିଟାଲ-‘ଶାନ୍ତି ଚିକିତ୍ସା’ର ଉଦ୍‌ଘାଟନ କରାଯାଇଛି । ଏହି ହସ୍ପିଟାଲ ହେଉଛି ଥୋରିଆସାହିଠାରେ ଅବସ୍ଥିତ ଶାନ୍ତି ମେମୋରିଆଲ ହସ୍ପିଟାଲର ଏକ ୟୁନିଟ, ଯାହାକି କଟକର ପ୍ରତିଷ୍ଠିତ ଓ ନିର୍ଭରଯୋଗ୍ୟ
Read More...

ଗଜପତିଙ୍କ ବିରୋଧ ପରେ ନିଷ୍ପତି ବଦଳାଇଲା ଇସ୍କନ ହେବନି ରଥ ଯାତ୍ରା।

ଭୁବନେଶ୍ଵର ୦୫/୧୧( ପ୍ରତ୍ୟୁଷା ବ୍ୟୁରୋ ):ପୁରୀ ଗଜପତଙ୍କ ମହାରାଜା ଦିବ୍ୟସିଂହ ଦେବଙ୍କ ଦୃଢ଼ ବିରୋଧ ଓ ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ଇସ୍କନ୍ ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ବାଧ୍ୟ ହୋଇଛି। ଏ ନେଇ ଆଜି ସକଳେ ମହାରାଜା ଦିବ୍ୟସିଂହ ଦେବ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ପରେ
Read More...

ନଭେମ୍ବର ୮ରୁ ଦୁଇ ଦିନ କ୍ୟାରିୟର ମେଳା ‘ପଥ ପ୍ରଦର୍ଶକ ୨.୦

ଭୁବନେଶ୍ଵର ୦୪ /୧୧/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଆସନ୍ତା ନଭେମ୍ବର ୮ ତାରିଖରୁ ଦୁଇ ଦିନ କ୍ୟାରିୟର ମେଳା ପଥ ପ୍ରଦର୍ଶକ ୨.୦ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ସକାଳ ୯ଟା ଠାରୁ ରାତି ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।ଯାହା ୯ମ ଶ୍ରେଣୀରୁ ପୋଷ୍ଟସ ଗ୍ରାଜୁଏଟ୍ ପର୍ଯ୍ୟନ୍ତ
Read More...

ନଭେମ୍ବର ୦୨ରୁ ଗୋ ନବରାତ୍ରୀ ମହୋତ୍ସବ – ୨୦୨୪ ।

ଭୁବନେଶ୍ଵର ୨୯/୧୦/୨୦୨୪( ପ୍ରତ୍ୟୁଷା ବ୍ୟୁରୋ ) : ଆନନ୍ଦ ଓ ସୌଭାଗ୍ୟର ବିଷୟ, ପରମପୁଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କର ଦିବ୍ୟ ମାର୍ଗଦର୍ଶନରେ ପବିତ୍ର ଗୋ ନବରାତ୍ରି ଚଳିତ ବର୍ଷ ହରିହରାନନ୍ଦ ଗୁରୁକୁଳମ, ବାଲିଘାଇ, ପୁରୀ ଠାରେ ଗୁରୁଗୋବିନ୍ଦ ଗୋସେବାଶ୍ରମ ଓ ଓଡିଶା ଗୋସେବା
Read More...

ସରକାର ଆପଣମାନଙ୍କ ସହିତ ସବୁବେଳେ, ସବୁସମୟରେ, ଦୃଢ ଭାବେ ଛିଡା ହେବ ।

ଭୁବନେଶ୍ଵର ୨୬ ଅକ୍ଟୋବର ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ) :ଜୟ ଜଗନ୍ନାଥ ସମସ୍ତଙ୍କୁ ମୋର ନମସ୍କାର । ପ୍ରଭୁ ଜଗନ୍ନାଥଙ୍କ, ଅପାର କରୁଣାରୁ, ଆମ ରାଜ୍ୟ ଉପରୁ, ଏତେ ବଡ ବିପତ୍ତି ହଟି ଗଲା I ବାତ୍ୟା 'ଦାନା', ଏବଂ ଏହାର ପ୍ରଭାବରୁ, କୌଣସି ମୃତାହତ ହୋଇନାହିଁ I ସରକାରଙ୍କ 'ଜିରୋ
Read More...

ପଞ୍ଚାୟତ , ବିଦ୍ୟାଳୟ, ସମ୍ପ୍ରଦାୟ ସ୍ତରରେ ବାଲ୍ୟ ବିବାହ ନିରୋଧ ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ।

ଭୁବନେଶ୍ଵର ୨୧/୧୦/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ସୁପ୍ରିମକୋର୍ଟ ବିଭିନ୍ନ ମନ୍ତ୍ରଣାଳୟକୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବିଲୋପ କରିବା ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଛନ୍ତି | କୋର୍ଟ ପଞ୍ଚାୟତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମ୍ପ୍ରଦାୟ ପୋଲିସ୍ ଏବଂ ବାଲ୍ୟ ବିବାହ ସୁରକ୍ଷା
Read More...

ନଭେମ୍ବର ୮ରୁ ୨୭ତମ କଳିଙ୍ଗ ପୁସ୍ତକ ମେଳା।

ଭୁବନେଶ୍ୱର , ୨୧/୧୦ ( ପ୍ରତ୍ୟୁଷା ବ୍ୟୁରୋ ) : ୨୭ ତମ କଳିଙ୍ଗ ପୁସ୍ତକ ମେଳା ଚଳିତ ବର୍ଷ ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟକୁ କାଲିବ । ରାଜଧାନୀର ୟୁନିଟ ୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବାକୁ ଥ‌ିବା ଏହି ୧୦ ଦିନିଆ ପୁସ୍ତକ ପର୍ବରେ ରାଜ୍ୟ ତଥା ଦେଶର
Read More...

ସରକାରଙ୍କ ଉଦାସୀନତା ବିରୋଧରେ ଏମ ଆର୍ ଙ୍କ ବିକ୍ଷୋଭ ପ୍ରଦର୍ଶନ ।

ଭୁବନେଶ୍ଵର ,୨୧ ଅକ୍ଟୋବର ୨୦୨୪( ପ୍ରତ୍ୟୁଷା ବ୍ୟୁରୋ ):ସାତ ବର୍ଷ ଧରି ମେଡିସୀନ ରିପ୍ରେଜେନ୍ଟିଭ ମାନେ ସରକାରଙ୍କ ଉଦାସୀନତା ଯୋଗୁଁ ନିର୍ଯାତିତ ନିଷ୍ପେସିତ ହୋଇଆସୁଛନ୍ତି। ବାରମ୍ୱାର ଦାବୀ ପୂରଣ ପାଇଁ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ଏହା ଏ ପର୍ଯ୍ୟନ୍ତ ସଫଳ ହୋଇ ପାରିନାହିଁ ଏଣୁ
Read More...