Browsing Tag

Breakingnews

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୧୦୮ ଫୁଟ ଉଚ୍ଚତାରେ ଉଡିଲା ଜାତୀୟ ପତାକା ଭାରତୀୟତାର ପରିଚୟକୁ ଅକ୍ଷୁଣ୍ଣ ରଖିବା…

ଭୁବନେଶ୍ୱର, ୧୮/୧୨/୨୦୨୪: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନ ଆଗରେ ଆଜି ୧୦୮ ଫୁଟ ଉଚ୍ଚତାର ଖମ୍ବ ଉପରେ ୨୫ ଫୁଟ ଲମ୍ବ ଓ ୨୪ ଫୁଟ ଓସାରର ଜାତୀୟ ପତାକା ଉତ୍ତୋଳନ କରାଯାଇଅଛି । ଫ୍ଲାଗ ଇଣ୍ଡିଆ ପ୍ରତିଷ୍ଠାନର ପ୍ରୋତ୍ସାହନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏହାକୁ ଆୟୋଜନ
Read More...

ଭୁବନେଶ୍ଵର ଜାଗମରାରେ ଖୋଲିଲା ” ଲଣ୍ଡନ ବେରୀ” ର ପ୍ରଥମ ଆଉଟଲେଟ।

ଭୁବନେଶ୍ଵର, 15.12.24 ( ପ୍ରତ୍ୟୁଷା ବ୍ୟୁରୋ ): ଦେଶର ଗାର୍ମେଣ୍ଟ ସେକଟର ଅଗ୍ରଣୀ ତଥା ନାଁ କରା ବ୍ରାଣ୍ଡ ହେଉଛି "ଲଣ୍ଡନ ବେରୀ - Style For Life"। ଭୁବନେଶ୍ଵର ସ୍ଥିତ ନ୍ୟୁ ଜାଗମରା ରୋଡରେ ଆଜି " ଲଣ୍ଡନ ବେରୀ" ର ଭୁବନେଶ୍ଵରରେ ପ୍ରଥମ ଆଉଟଲେଟ ଉଦଘାଟିତ ହୋଇଯାଇଛି। ହକି ଇଣ୍ଡିଆର
Read More...

ସୈନିକ ସ୍କୁଲ-ଓଏମ୍‌ସି ମରାଥନ ଅନୁଷ୍ଠିତ : ସିନିୟର ବିଭାଗରେ ବି.ପ୍ରସାଦ ଦୋରା ଏବଂ ମାଷ୍ଟର ବିକାଶ ହେଲେ ଜୁନିୟର…

ଭୁବନେଶ୍ଵର, ୧୫/୧୨/୨୦୨୪( ପ୍ରତ୍ୟୁଷା ବ୍ୟୁରୋ ): ସୈନିକସ୍କୁଲ ଏବଂ ଓ.ଏମ୍.ସି ର ମିଳିତ ଆନୁକୂଲ୍ୟରେ ଅଷ୍ଟମ ବିଜୁ ମାରାଥନ ଚଳିତ ମାସ ୧୫ ତାରିଖ ସକାଳ ୬ଟା ଅନୁଷ୍ଠିତ ହୋଇଯାଇଛି। ଏଥ‌ିରେ ସୈନିକସ୍କୁଲର ୫୦୦ କ୍ୟାଡ଼େଟ୍‌, ୨୦୦ ପୂରାତନ ଛାତ୍ର, ସହୋଦୟ ସ୍କୁଲ ଓ ସରକାରୀ ସ୍କୁଲ ମାନଙ୍କରୁ
Read More...

ଭୁବନେଶ୍ବରରେ ପ୍ରୟାଗରାଜ ମହାକୁମ୍ଭ-୨୦୨୫ ପାଇଁ ରୋଡ୍‌ ସୋ

ଭୁବନେଶ୍ଵର : ୦୮ / ୧୨/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) “ଉତ୍ତର ପ୍ରଦେଶ ସରକାର ଏକ ବିଶାଳ ଓ ଡିଜିଟାଲ କ୍ଷେତ୍ରରେ ଉନ୍ନତ ମହାକୁମ୍ଭର ଆୟୋଜନ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି ବୋଲି ଉତ୍ତର ପ୍ରଦେଶର ଶ୍ରମ ଓ ରୋଜଗାର ମନ୍ତ୍ରୀ ଅନିଲ ରଜଭାର ରବିବାର ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ
Read More...

ବିବିଧ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ନିକଟରେ ଅଲ୍ ଓଡିଶା ମିନି ଟ୍ରକ ସଂଘର ନିବେଦନ ।

ଭୁବନେଶ୍ଵର: ୦୬ /୧୨/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) ଜନ ସାଧାରଣଙ୍କୁ ସେବା ଯୋଗାଇ ଆସୁଥିବା ଅଲ୍ ଓଡିଶା ମିନି ଟ୍ରକ ଆସୋସିଏସନ୍ ବିବିଧ ପ୍ରସଙ୍ଗରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ପ୍ରୋତ୍ସାହନରେ ଏହାର ସମାଧାନର ବାଟ ବାହାରିବ ବୋଲି ସଂଘ ପକ୍ଷରୁ ଆଶା କରାଯାଇଛି। ଶୁକ୍ରବାର
Read More...

ସହିଦ ନଗରରେ ନିର୍ମାଣ ହେବ ଅତ୍ୟାଧୁନିକ ଅଡିଟୋରିୟମ ।

ଭୁବନେଶ୍ଵର: ୨୫/୧୧/୨୦୨୪ : ( ପ୍ରତ୍ୟୁଷା ବ୍ୟୁରୋ )ଭୁବନେଶ୍ଵର ମହାନଗର ନିଗମ (ବିଏମ୍‌ସି)ର ୨୬ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ବିଏମ୍‌ସି କମିଶନର
Read More...

ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ । ପ୍ରଥମ ଦିବସରୁ କମ୍ପିଲା ।

ଭୁବନେଶ୍ଵର , ୨୬/୧୧ ( ପ୍ରତ୍ୟୁଷା ବ୍ୟୁରୋ ) : ସପ୍ତଦଶ ବିଧାନ ସଭାର ଦ୍ଵିତୀୟ ଅଧିବେଶନ ତଥା ଶୀତ ଅଧିବେଶନ ୨୬ ନଭେମ୍ବର ୨୦୨୪ ମଙ୍ଗଳ ବାର ପୂର୍ବାହ୍ନ ୧୧ ଟାରୁ ଆରମ୍ଭ ହୋଇଛି। ବିଧାନ ସଭାର ପରମ୍ପରା ଅନୁସାରେ ବିଧାନ ସଭା ଗୃହ ପ୍ରାଙ୍ଗଣରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ପହଞ୍ଚିବା
Read More...