Browsing Tag

Pratyusha News

ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର,22.09.26 ( Pratyusha Bureau ): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୨୨ ତାରିଖ ମଙ୍ଗଳ ବାର ଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ପୂର୍ବାର୍ହ ୧୧ରେ ବାଚସ୍ପତି ସୁରମା ପାଢ଼ୀ ବିଧାନସଭା ଗୃହରେ…
Read More...

କଳା ମନ୍ଦିରର ମ୍ୟାନେଜିଂ ପାର୍ଟନର ରାଜିନ୍ଦର୍ ସିଂ ଟାଇମ୍ସ ଆଇକନ୍ ଅଫ୍ ଓଡିଶା -୨୦୨୬ ସମ୍ମାନରେ ହେଲେ ସମ୍ମାନିତ

ଭୁବନେଶ୍ୱର : ୨୨ /୯/୨୦୨୬( ପ୍ରତ୍ୟୁଷା ବ୍ୟୁରୋ )କଳାମନ୍ଦିରର ମ୍ୟାନେଜିଂ ପାର୍ଟନର ରାଜିନ୍ଦର ସିଂଙ୍କୁ ଶା ଢ଼ୀ,ପୋଷାକ ଓ ଫ୍ୟାସନ୍ଆସେସରିଜ୍ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଓ ସଫଳତା ପାଇଁ ପ୍ରତିଷ୍ଠିତ “ଟାଇମ୍ସ ଆଇକନ୍‌ଅଫ୍ ଓଡିଶା-୨୦୨୬” ପୁରସ୍କାରରେ ସମ୍ମାନିତ କରାଯାଇଛି ।…
Read More...

ହକି ଆସୋସିଏସନ୍ ଅଫ୍ ଓଡ଼ିଶାର ନିର୍ବାଚନ ସ୍ଥଗିତ ରଖିଲେ ନିର୍ବାଚନ ଅଧିକାରୀ

ଭୂବନେଶ୍ବର ,୨୧/୯/୨୦୨୬( ପି ଏନ୍ ଏସ ): ହକି ଆସୋସିଏସନ୍ ଅଫ୍ ଓଡ଼ିଶା (ଏଚଏଓ)ର ନିର୍ବାଚନ ତଦାରଖ କରିବା ପାଇଁ ନିଯୁକ୍ତ ନିର୍ବାଚନ ଅଧିକାରୀନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି । ଅନେକ ଜିଲ୍ଲା ୟୁନିଟ୍‌ର ଗଠନ ଓ ପ୍ରଶାସନିକ ପରିଚାଳନା ସମ୍ପର୍କିତ ଗୁରୁତର ପ୍ରଶ୍ନଉପରେ ସେ ହକି…
Read More...

ସୃଜନଶୀଳତା ପ୍ରଦର୍ଶନ ପାଇଁ ରେୟାରଫର୍ମ ଷ୍ଟୁଡିଓକୁ ଜାତୀୟ ପୁରସ୍କାର, ଓଡ଼ିଆ ପୁଅ ନୀଲ ଆୟାଙ୍କ କମାଲ୍

ଭୁବନେଶ୍ବର:୧୬ /୯/୨୦୨୬( ପ୍ରତ୍ୟୁଷା ବ୍ୟୁରୋ ) ସୃଜଶୀଳତାକୁ ପାଥେୟ କରି ଓଡ଼ିଆ ପୁଅ ନିଲ୍ ଆୟା ଡିଜାଇନ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନପାଇଁ ଭୁବନେଶ୍ବରସ୍ଥିତ ଅଗ୍ରଣୀ ଡିଜାଇନ୍ ସଂସ୍ଥାରେୟାରଫର୍ମ ଷ୍ଟୁଡିଓ (Rareform Studio) ‘ଭାରତରଶ୍ରେଷ୍ଠ ୟଙ୍ଗ୍ ଡିଜାଇନ୍ ଷ୍ଟୁଡିଓ…
Read More...

“ଯୁବ କ୍ରିକେଟରଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ଆମର ଲକ୍ଷ୍ୟ”: OCA ସଭାପତି ପଙ୍କଜ ଲୋଚନ ମହାନ୍ତି ।

କଟକ, ସେପ୍ଟେମ୍ବର ୧୫ ( ପ୍ରତ୍ୟୁଷା ବ୍ୟୁରୋ ): ଓଡ଼ିଶା T20 ଲିଗ୍‌ – CM ଟ୍ରଫି ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ସାରା ରାଜ୍ୟରେ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ନୂଆ ସିଜନ୍‌ ପାଇଁ ଦଳଗୁଡ଼ିକ ନିଜ ନିଜ ପ୍ରସ୍ତୁତି ଜୋରଦାର…
Read More...

ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ କିଟ ଓ କିସ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ।

ଭୁବନେଶ୍ୱର, ୧୫ ।୯: ( ପ୍ରତ୍ୟୁଷା ବ୍ୟୁରୋ )ମହାରାଷ୍ଟ୍ରର ବାଣିଜ୍ୟ ନଗରୀ ମୁମ୍ବାଇରେ ଗଣପତିଙ୍କ ପୂଜା ବଡ଼ ଧୁମଧାମରେ ଆୟୋଜନ କରାଯାଇଥାଏ।ବିଶେଷକରି ଦେଶର ସବୁଠାରୁ ବଡ଼ ଧନୀ ଅମ୍ବାନୀ ପରିବାର ପକ୍ଷରୁ ଏହା ବହୁତ ବଡ଼ ଆକାରରେ ପାଳନ କରାଯାଇଥାଏ। ପ୍ରତିବର୍ଷ ଭଳି ଏଥର ମଧ୍ୟଅମ୍ବାନୀ…
Read More...