Browsing Tag

Odisha current news today

୧୪ ତମ କଟନଫ୍ୟାବ୍ -୨୦୨୫ ର ଶୁଭାରମ୍ଭ

ଭୁବନେଶ୍ୱର : ୨୩ ଅଗଷ୍ଟ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ଭୁବନେଶ୍ଵର ସ୍ଥିତ ୟୁନିଟ୍-୩ ଖାରବେଳ ନଗର, ଗେଟ ନଂ-୩, ପ୍ରଦର୍ଶନୀ ପଡିଆରେ କଟନପ୍ୟାବ ୨୦୨୫ର ରେଶମ ଓ ସୂତା ବସ୍ତ୍ରକୁ ସମ୍ଭାର କରି ଏକ ବିରାଟ ପ୍ରଦର୍ଶନୀର ଆଜି ଶୁଭାରମ୍ଭ । ଏହି ପ୍ରଦର୍ଶନୀ ଶ୍ରୀ ଅନନ୍ତ ନାରାୟଣ ଜେନା,
Read More...

ନବୀନଙ୍କୁ ସାକ୍ଷାତ କଲେ ମୋହନ ।

ଭୁବନେଶ୍ୱର, ୨୩ ଅଗଷ୍ଟ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ପୂର୍ବାହ୍ନ ରେ ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୋହନ ନବୀନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି
Read More...

କଳାହାଣ୍ଡିର ୩ ଲକ୍ଷରୁ ଅଧିକ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ବିପଦରେ; ବକ୍ସାଇଟ୍ ଖଣି ତୁରନ୍ତ ଖୋଲିବାକୁ ଦାବି

ଭୁବନେଶ୍ୱର, ୨୨ ଅଗଷ୍ଟ, ୨୦୨୫: ( ପ୍ରତ୍ୟୁଷା ବ୍ୟୁରୋ ) ଅଭୂତପୂର୍ବ ପ୍ରବାହରେ ହତାଶା ମଧ୍ୟରେ କଳାହାଣ୍ଡିର ପ୍ରାୟ ୫,୦୦୦ଦୁର୍ଦ୍ଦନଗ୍ରସ୍ତ ଗ୍ରାମବାସୀ, ଯୁବକ ଏବଂ ସମ୍ପ୍ରଦାୟ ନେତା ଆଜି ଲାଞ୍ଜିଗଡ଼ ଅଂଚଳିକ ବିକାଶ ପରିଷଦ (ଏଲଏଭିପି)ବ୍ୟାନର ତଳେ ଏକ ପ୍ରତିବାଦ ପାଇଁ ରାଜରାସ୍ତାକୁ
Read More...

ଓ ପି ଜି ସି ପାଳିଲା ୭୯ତମ ସ୍ୱାଧୀନତା ଦିବସ

ଭୁବନେଶ୍ୱର: ୧୬/୮/୨୦୨୫( ପି ଏନ ଏସ ) ଓଡିଶା ପାୱାର ଜେନେରେସନ କର୍ପୋରେସନ ( ଓ ପି ଜି ସି ) ଭୁବନେଶ୍ୱର ସ୍ଥିତ ଫରଚ୍ୟୁନ ଟାୱାର କର୍ପୋରେଟ କାର୍ଯ୍ୟାଳୟରେ ମହାସମାରୋମହରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଏହି ଅବସରରେ କର୍ପୋରେସନର ପରିଚାଳନା ନିର୍ଦେଶକ ଶ୍ରୀ କେଦାର ରଞ୍ଜନ
Read More...

ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣ

ଭୁବନେଶ୍ୱର : ୧୫ ଅଗଷ୍ଟ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ୭୯ ତମ ସ୍ୱାଧୀନତା ଦିବସ ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସ୍ତରୀୟ ସମାରୋହରେ ଅଭିଭାଷଣ ରଖୁଛନ୍ତି। ଏହି ସମାରୋହରେ ଶ୍ରୀ ମାଝୀ କହିଛନ୍ତି ମାତ୍ର ୧୪ ମାସର ସରକାର ରାଜ୍ୟ ବିକାଶରେ ଅନେକ କାର୍ଯ୍ୟ କରିଛନ୍ତି।
Read More...

ଓଡ଼ିଶା ଶ୍ରୀଲ ପ୍ରଭୁପାଦଙ୍କ ୧୫୧ତମ ଆବିର୍ଭାବ ଜୟନ୍ତୀ ଓ କଟକର ଶ୍ରୀ ସଚ୍ଚିଦାନନ୍ଦ ମଠର ଶତବାର୍ଷିକୀ ଉତ୍ସବରେ ଯୋଗ…

କଟକ , ୧୩ ଅଗଷ୍ଟ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ):ଭକ୍ତି, ସେବା ଓ ମାନବତାର ଜୀବନ୍ତ ପ୍ରତୀକ ହେଉଛନ୍ତି ଶ୍ରୀଲ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦ ଜୀ ଏବଂ ୧୦୦ ବର୍ଷ ଧରି କଟକର ଶ୍ରୀ ସଚ୍ଚିଦାନନ୍ଦ ମଠ ଆଧ୍ୟାତ୍ମିକ, ସାହିତ୍ୟିକ ଓ ସାମାଜିକ କାର୍ଯ୍ୟକଳାପ ଏକ ନୈତିକତାର ପ୍ରଦୀପ ପ୍ରଜ୍ବଳିତ କରି
Read More...