ଭୁବନେଶ୍ୱର: ୧୮/୦୨( ପ୍ରତ୍ୟୁଷା ବ୍ୟୁରୋ )ଭାରତର ସର୍ବବୃହତ ଘରୋଇ କ୍ଷେତ୍ର ବ୍ୟାଙ୍କ ଏନ୍ଡିଏଫ୍ସି ତାହାର ସିଏସଆର୍ ଶାଖାପରିବର୍ତ୍ତନ ଜରିଆରେ ଓଡ଼ିଶାରେ ଆଜିସୁଦ୍ଧା ୩୮.୭୪ଲକ୍ଷରୁ ଅଧିକ ଜୀବନ ଉପରେ ସକାରାତ୍ମକ ପ୍ରଭାବପକାଇଛି । ରାଜ୍ୟରେ ବ୍ୟାଙ୍କ ୨୦୧୭ରୁ ସକ୍ରିୟ ରହିଛି ଏବଂଓଡ଼ିଶାର ୩୦ ଜିଲ୍ଲା ମଧ୍ୟରୁ ୭ଟି ଆକାଂକ୍ଷୀ ଜିଲ୍ଲା ଏବଂ ୬ଟିଆକାଂକ୍ଷୀ ବ୍ଲକ ସମେତ ୨୨ଟି ଜିଲ୍ଲାରେ ଏହାଯୋଗାଉଛି ।ସେବାପରିବର୍ତ୍ତନ ଅଧୀନରେ ବ୍ୟାଙ୍କ ୬ଟି ମୁଖ୍ୟ କ୍ଷେତ୍ରକୁଆପଣାଇଛି:ଗ୍ରାମାଞ୍ଚଳ ବିକାଶଶିକ୍ଷାକୁ ପ୍ରୋତ୍ସାହନଦକ୍ଷତା ତାଲିମ ଓ ଜୀବିକା ପରିବର୍ତ୍ତନସ୍ଵାସ୍ଥ୍ୟସେବା ଓ ସ୍ଵାସ୍ଥ୍ୟରକ୍ଷାଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିପ୍ରାକୃତିକ ସମ୍ବଳ ପରିଚାଳନାଓଡ଼ିଶାରେ ଗ୍ରାମାଞ୍ଚଳ ବିକାଶ, ଶିକ୍ଷାକୁ ପ୍ରୋତ୍ସାହନ ଏବଂଦକ୍ଷତା ତାଲିମ ଓ ଜୀବିକା ପରିବର୍ତନ ସର୍ବାଧିକ ଉଲ୍ଲେଖନୀୟପ୍ରଭାବ ପକାଇଛି ।ଓଡ଼ିଶାରେ ସିଏସ୍ର ପଦଚିହ୍ନ:ଏଚ୍ଡିଏଫ୍ସି ବ୍ୟାଙ୍କର ପରିବର୍ତ୍ତନ କାର୍ଯ୍ୟକ୍ରମ ସମଗ୍ରଓଡ଼ିଶାରେ ୩୦ ଜିଲ୍ଲା ମଧ୍ୟରୁ ୨୨ଟି ଜିଲ୍ଲାରେ ଚାଲୁରହିଥିବା ଏବଂ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡିକୁ ମିଶାଇ ଏକମଜଭୁତ ଓ ଦୀର୍ଘସ୍ଥାୟୀ ଉପସ୍ଥିତି ନିର୍ମାଣ କରିଛି ।ବ୍ୟାଙ୍କ ଓଡ଼ିଶାର ବଲାଙ୍ଗୀର, ଢେଙ୍କାନାଳ, କନ୍ଧମାଳ,କଳାହାଣ୍ଡି, ମାଲକାନାଗିରି, ନବରଙ୍ଗପୁର ଏବଂ ରାୟଗଡାଆଦି ୭ଟି ଆକାଂକ୍ଷୀ ଜିଲ୍ଲାରେ ସଫଳତାର ସହିତପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରିଛି ।ମାର୍ଚ୍ଚ ୨୫ ସୁଦ୍ଧା ଓଡ଼ିଶାରେ ମୁଖ୍ୟ ବିଷୟସମୂହଗ୍ରାମାଞ୍ଚଳ ବିକାଶଜଳସେଚିତ ଜମି: ୮୩୨୧ ଏକରରସାୟନ ମୁକ୍ତ କୃଷି ଅଞ୍ଚଳ: ୭୪୭୩ ଏକରସମର୍ଥନ ଯୋଗାଇ ଦିଆଯାଇଥିବା କୃଷକ:୭୩,୬୧୦ଶିକ୍ଷାକୁ ପ୍ରୋତ୍ସାହନଇସିଏସସ୍ ଅଧୀନରେ ପ୍ରଦାନ କରାଯାଇଥିବାବୃଷ୍ଟି: ୬୪୭ସ୍ମାର୍ଟ ସ୍କୁଲ ସ୍ଥାପନ: ୧୨୦ପ୍ରଭାବ ପଡିଥିବା ଛାତ୍ର ଛାତ୍ରୀ: ୩୦,୦୦୦ଦକ୍ଷତା ବିକାଶ ଓ ଜୀବିକା ପରିବର୍ତନଗୋଷ୍ଠୀ ଉଦ୍ୟୋଗକୁ ସମର୍ଥନ; ୫୯୩ତାଲିମ ପାଇଥିବା ବ୍ୟକ୍ତି: ୧୫,୩୪୫ସ୍ବାସ୍ଥ୍ୟ ଓ “ ଅଗ୍ରଣୀ ସାମଗ୍ରିକ ଗ୍ରାମାଞ୍ଚଳ ବିକାଶ କାର୍ଯ୍ୟକ୍ରମ” ଉପରୋକ୍ତ ସମସ୍ତ ୬ଟି ଅଗ୍ରାଧ୍ୟାକାର କ୍ଷେତ୍ରରେ ସମନ୍ବିତ ପ୍ରୟାସ ଉପରେଦୃଷ୍ଟିନିବଦ୍ଧ କରୁଥିବାବେଳେ ତାହା ବଲାଙ୍ଗୀର, କେନ୍ଦ୍ରାପଡା, କେନ୍ଦୁଝର, ମୟୁରଭଞ୍ଜ, ନବରଙ୍ଗପୁର, ନୟାଗଡ, ପୁରୀ ଓ ରାୟଗଡାସମେତ ଜିଲ୍ଲାଗୁଡିକର ୨୩୦ରୁ ଅଧିକ ଗ୍ରାମରେ ସକାରାତ୍ମକ ପ୍ରଭାବ ପକାଇଛି ।ଏଥୁସହିତ ଗ୍ରାମାଞ୍ଚଳ ବିକାଶ କାର୍ଯ୍ୟକ୍ରମଗୁଡିକ ଉପରେ ଦୃଷ୍ଟିନିବଦ୍ଧ କରାଯାଉଛି, ଯେଉଁଠାରେ ବ୍ୟାଙ୍କ ଏକ ଲକ୍ଷ୍ୟଧାର୍ଯ୍ୟ ଭୌଗୋଳିକଅଞ୍ଚଳରେ ଗୋଟିଏ ଅଥବା ଦୁଇଟି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ପଦକ୍ଷେପ ହାତକୁ ନେଉଛି ଏବଂ ଏହା ଅନଗୁଳ, ଢେଙ୍କାନାଳ, ଗଞ୍ଜାମ,ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନୂଆପଡା, ସମ୍ବଲପୁର ଏବଂ ସୁନ୍ଦରଗଡ ଆଦିଜିଲ୍ଲାଗୁଡିକରେ କାର୍ଯ୍ୟକାରୀ କରାଯାଇଛି।“ ଏନ୍ଡିଏଫ୍ସି ବ୍ୟାଙ୍କରେ ଆମର ବିଶ୍ବାସ ଯେ ସିଏସ୍ଥାର ସମସ୍ତ ଆଭିମୁଖ୍ୟ ନିମନ୍ତେ ଗୋଟିଏ ପ୍ରକାର ଢାଞ୍ଚା ଉପଯୁକ୍ତ ନୁହେଁ । ପରିବର୍ତ୍ତନଜରିଆରେ ଆମେ ଆବଶ୍ୟକତା ଭିଭିକ ପଦକ୍ଷେପଗୁଡିକ ଡିଜାଇନ ଓ ତାହାକୁ କାର୍ଯ୍ୟକାରୀ କରୁଛୁ ଯାହା ପ୍ରତ୍ୟେକ ଅଞ୍ଚଳର ସ୍ଵତନ୍ତ୍ରଚାଲେଞ୍ଜ ପ୍ରତି ଦୃଷ୍ଟିଦେଉଛି। ଓଡ଼ିଶାରେ ଆମର କାର୍ଯ୍ୟ ଏହି ଦର୍ଶନତତ୍ତ୍ଵକୁ ପ୍ରତିଫଳିତ କରୁଛି, ତାହା ହେଉଛି କୃଷକମାନଙ୍କୁ ଦୀର୍ଘସ୍ଥାୟୀକୃଷି ନିମନ୍ତେ ସମର୍ଥନ କରିବା ଠାରୁ ନେଇ ଶିକ୍ଷା, ଦକ୍ଷତା ଏବଂ ଭିତ୍ତିଭୂମିକୁ ସୁଦୃଢ କରିବା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି। ସମାବେଶୀଅଭିବୃଦ୍ଧିକୁ ପ୍ରୋତ୍ସାହନ ଯୋଗାଇବା ଏବଂ ତୃଣମୂଳ ସ୍ତରରେ ସ୍ଥାୟୀ ପ୍ରଭାବ ପକାଇବା ଦିଗରେ ଏକ କ୍ଷୁଦ୍ର ଭୂମିକା ନିଭାଇବା ନିମନ୍ତେଆମେ ପ୍ରତିବଦ୍ଧ ରହିଛୁ,” ବୋଲି ସୁଶ୍ରୀ ନୁସରତ ପଠାନ୍, ହେଡ୍ ସିଏସ୍ଆର, ଏଚ୍ଡିଏଫସି ବ୍ୟାଙ୍କ କହିଥିଲେ।ଏଚ୍ଡିଏଫସି ବ୍ୟାଙ୍କ ଭାରତରେ ୨୦୨୫ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷରେ ଅନ୍ୟତମ ଶୀର୍ଷ ସିଏସ୍ଆର ବ୍ୟୟକାରୀରହିଥିଲା। ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବ୍ୟାଙ୍କ ରାଷ୍ଟ୍ରବ୍ୟାପୀ ସିଏସ୍ଆର ପ୍ରୟାସଗୁଡିକରେ ୧୦୬୮ କୋଟି ଟଙ୍କା ବ୍ୟୟ କରିଛି ।