Browsing Tag

2024

ମଣିପାଲ ସିଗ୍ନାର ସ୍ଵତନ୍ତ୍ର ସ୍ୱାସ୍ଥ୍ୟ ବୀମା ସୁନିଶ୍ଚିତ କରିବ ସ୍ୱାସ୍ଥ୍ୟ ସମସ୍ୟା ।

ଭୁବନେଶ୍ୱର ୧୭/୦୧ ( ପ୍ରତ୍ୟୁଷା ବ୍ୟୁରୋ ) : ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସ୍ଵାସ୍ଥ୍ୟ ବୀମା କମ୍ପାନୀ ମଣିପାଲସିଗ୍‌ନା ସକ୍ରିୟ ଭାବେ ଓଡିଶା ଓ ପୂବାଂଚଳ ଭାରତରେ ନିଜର ଉପସ୍ଥିତି ବୃଦ୍ଧି କରୁଛି । କମ୍ପାନୀ ଓଡିଶାରେ ବିଭିନ୍ନ ଗ୍ରାହକ ବର୍ଗ ସମ୍ମୁଖୀନ ହେଉଥିବା ବିବିଧ ସ୍ଵାସ୍ଥ୍ୟ
Read More...

ଲୋକାର୍ପଣ ଉତ୍ସବରେ ଜଗନ୍ନାଥମୟ ବଡ ଦାଣ୍ଡ ।

ପୁରୀ ୧୭/୦୧ ( ପ୍ରତ୍ୟୁଷା ବ୍ୟୁରୋ ) :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ପ୍ରକଳ୍ପ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆଜି ଲୋକାର୍ପିତ ହୋଇଛି l ମୁଖ୍ୟ ମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭକ୍ତି ଭାବପୂର୍ଣ୍ଣ ପରିବେଶ ରେ ଲୋକାର୍ପିତ କରିଛନ୍ତି l ଏହି ଅବସରରେ ଶ୍ରୀ ସେତୁ ଶ୍ରୀ ମାର୍ଗ ଓ
Read More...

ଆଇସିଏମଏଆଇ-ଇଆଇଆରସି ଏବଂ ଭୁବନେଶ୍ବର ଗପ୍ଟରର ୪୩ତମ ରିଜିଓନାଲ କଷ୍ଟ କନଫରେନ୍ସ ଉଦ୍‌ଯାପିତ ।

ଭୁବନେଶ୍ବର ୧୬/୦୧( ପ୍ରତ୍ୟୁଷା ବ୍ୟୁରୋ ) ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ-ଇଷ୍ଟର୍ସ ଇଣ୍ଡିଆ ରିଜିଓନାଲ କାଉନସିଲ ଏବଂ ଭୁବନେଶ୍ଵର ଋପ୍ଟରର ସହଯୋଗରେ ଏକ ତିନିଦିନିଆ ୪୩ତମ ରିଜିଓନାଲ କଷ୍ଟ କନଫରେନ୍ସ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି। ରୁପାନ୍ତର: ନୂତନ ଭାରତ-ଏକ
Read More...

ପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତ ।

ଭୁବନେଶ୍ବର : ୧୬/୦୧( ପ୍ରତ୍ୟୁଷା ବ୍ୟୁରୋ ): ପ୍ରଫେସର ରଶ୍ମୀ ମିଶ୍ରଙ୍କ ଦ୍ଵାରା ସଂଗୃହୀତ ହୋଇଥିବା କବିତା ପୁସ୍ତକ “ୟୁଭିକା” ରୋଟାରିଆନ୍ ଜୟଶ୍ରୀ ମହାନ୍ତିଙ୍କ ଦ୍ବାରା ଭୁବନେଶ୍ବରସ୍ଥିତ ମେ ଫେୟାର ଠାରେ ଉନ୍ମୋଚିତ ହୋଇଯାଇଛି । ପ୍ରଫେସର ରଶ୍ମୀ ମିଶ୍ର ଏବଂ ଡଃ ଲିତା ମହାପାତ୍ର ଏହି
Read More...

କାନ୍ଥ ଲିଖନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଜ୍ୟ ସଭାପତି ।

ଭୁବନେଶ୍ୱର, ତା.୧୫/୦୧. ( ପ୍ରତ୍ୟୁଷା ବ୍ୟୁରୋ ): ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ, ମହିଳା, ଚାଷୀ, ଯୁବକ, ଜନଜାତି, ଦଳିତ ତଥା ପଛୁଆବର୍ଗଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ । ଗାଁ ଗାଁରେ ମୋଦି ଗ୍ୟାରେଂଟି ପହଂଚାଇବା ପାଇଁ ‘କାନ୍ଥ ଲିଖନ’ ଅଭିଯାନ ଆରମ୍ଭ ହୋଇଛି । ଆଗାମୀ
Read More...

କୃଷି ଓଡିଶା ୨୦୨୪ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ।

ଭୁବନେଶ୍ଵର ୧୨/୦୧( ପ୍ରତ୍ୟୁଷା ବ୍ୟୁରୋ) :ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ଜନତା ମଇଦାନଠାରେ ‘କୃଷି ଓଡିଶା-୨୦୨୪’ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କ ଅଧିକ ଭାଗିଦାରୀ ପାଇଁ ଆହ୍ୱାନ
Read More...

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ଲୋଗୋର ଟ୍ୟାଗ୍‌ଲାଇନ୍ – ‘ଭାଷା ହିଁ…

ଭୁବନେଶ୍ବର, 11.01.2024 ( ପ୍ରତ୍ୟୁଷା ବ୍ୟୁରୋ) :ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା
Read More...

ପି ସି ସି ସଭାପତି ଶରତ ପଟ୍ଟନାୟକଙ୍କ ପିତୃ ବିୟୋଗ ।

ଭୁବନେଶ୍ଵର ୧୧/୦୧( ପ୍ରତ୍ୟୁଷା ବ୍ୟୁରୋ):ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ପିତା ବିଶିଷ୍ଟ ଶିକ୍ଷାବିତ୍ ଯୁଗଳ କିଶୋର ପଟ୍ଟନାୟକଙ୍କ ପରଲୋକ ୯୮ ବର୍ଷ ବୟସରେ ହୋଇଯାଇଛି l ସ୍ବର୍ଗତ ପଟ୍ଟନାୟକଙ୍କ ପରଲୋକ ଗମନ ଖବର ପାଇବା ମାତ୍ରେ ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି l
Read More...