ଲୋକାର୍ପଣ ଉତ୍ସବରେ ଜଗନ୍ନାଥମୟ ବଡ ଦାଣ୍ଡ ।

0 84

ପୁରୀ ୧୭/୦୧ ( ପ୍ରତ୍ୟୁଷା ବ୍ୟୁରୋ ) :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ପ୍ରକଳ୍ପ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆଜି ଲୋକାର୍ପିତ ହୋଇଛି l ମୁଖ୍ୟ ମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭକ୍ତି ଭାବପୂର୍ଣ୍ଣ ପରିବେଶ ରେ ଲୋକାର୍ପିତ କରିଛନ୍ତି l ଏହି ଅବସରରେ ଶ୍ରୀ ସେତୁ ଶ୍ରୀ ମାର୍ଗ ଓ ବଡ ଦାଣ୍ଡ ଜଗନ୍ନାଥମୟ ହୋଇ ଉଠିଥିଲା l ବିଶ୍ଵ ନିୟନ୍ତାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସମାବେଶ ଏଣିକି ବ୍ୟାପକ ପ୍ରଶସ୍ତ ହୋଇପାରିଥିବାରୁ ଆନନ୍ଦ ପ୍ରକଶ ପାଇଛି l

Leave A Reply

Your email address will not be published.