ପି ସି ସି ସଭାପତି ଶରତ ପଟ୍ଟନାୟକଙ୍କ ପିତୃ ବିୟୋଗ ।

0 63

ଭୁବନେଶ୍ଵର ୧୧/୦୧( ପ୍ରତ୍ୟୁଷା ବ୍ୟୁରୋ):ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ପିତା ବିଶିଷ୍ଟ ଶିକ୍ଷାବିତ୍ ଯୁଗଳ କିଶୋର ପଟ୍ଟନାୟକଙ୍କ ପରଲୋକ ୯୮ ବର୍ଷ ବୟସରେ ହୋଇଯାଇଛି l ସ୍ବର୍ଗତ ପଟ୍ଟନାୟକଙ୍କ ପରଲୋକ ଗମନ ଖବର ପାଇବା ମାତ୍ରେ ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି l ତାଙ୍କର ଶେଷ ଦର୍ଶନ ପାଇଁ ସଇଁତଲା ସ୍ଥିତ ବାସଭବନରେ ଭିଡ ହୋଇଥିଲା l ସେ ଜଣେ ଜଣାଶୁଣା ଭାଷା ଓ ସାହିତ୍ୟ ଗବେଷକ ଭାବେ ରାଜ୍ୟରେ ଖ୍ୟାତି ଲାଭ କରିଥିଲେ l

Leave A Reply

Your email address will not be published.