Browsing Tag

Today's news

ସ୍ୱାଧୀନ ସାମ୍ବାଦିକତା ଆଣେ ନିରପେକ୍ଷତା ।

ଭୁବନେଶ୍ଵର ,୦୩ ମଇ ୨୦୨୪( ପ୍ରତ୍ୟୁଷା ବ୍ୟୁରୋ ) :ଉତ୍କଳ ସାମ୍ୱାଦିକ ସଂଘ ସହ ବନ୍ଧିତ ଭୁବନେଶ୍ଵର ସାମ୍ୱାଦିକ ସଂଘ ପକ୍ଷରୁ ଏହାର ବାର୍ଷିକ ଉତ୍ସବ ପାଳିତ ଅବସରରେ ବିଶ୍ଵ ଗଣମାଧ୍ୟମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ମଞ୍ଚ ମଣ୍ଡନ କରିଥିଲେ ଉତ୍କଳ ସାମ୍ୱାଦିକ ସଂଘର
Read More...

ଶାଶ୍ଵତ ଫିଲ୍ମ ପ୍ରଡକ୍ସନ ପ୍ରଥମ ଅବଦାନ ” ଚୁଇଙ୍ଗମ୍ ” ର ଶୁଭ ମହୁରତ ।

ଭୁବନେଶ୍ଵର ୦୨ ମଇ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ): ଶାଶ୍ଵତ ଫିଲ୍ମ ପ୍ରଡକ୍ସନର ପ୍ରଥମ ଅବଦାନ ଚୁଇଙ୍ଗମ୍ ଫିଲ୍ମର ଶୁଭ ମହୁରତ୍‌ ଟିଏସ୍‌ ଗୁରୁକୁଳ ସାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ଡ. ସାରଦା ପ୍ରସାଦ ମିଶ୍ର ଏବଂ ଶ୍ରୀଲେଖା ମିଶ୍ରଙ୍କ ପ୍ରଯୋଜନାରେ ଏହି ଚଳଚିତ୍ରଟି ହେବାକୁ
Read More...

ଏକ୍ସ ଆଇ ଏମ୍ ବି ର ୧୦ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ।

ଭୁବନେଶ୍ବର, 20.04.24 ( ପ୍ରତ୍ୟୁଷା ବ୍ୟୁରୋ): ଜଟଣୀ ନୂଆ କ୍ୟାମ୍ପସରେ ଏକ୍ସ ଆଇ ଏମ ବି ବିଶ୍ୱବିଦ୍ୟାଳୟ ର ୧୦ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି l ଟାଟା କେମିକାଲସ୍ ଲିଃ ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆର ମୁକୁନ୍ଦନ୍
Read More...

କଂଗ୍ରେସରୁ ସୁର ରାଉତରାୟ ବହିଷ୍କୃତ ।

ଭୁବନେଶ୍ଵର: ୧୫ ଅପ୍ରେଲ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ): ଜଟଣୀର ଆସିନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଛନ୍ତି l ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଏ ଆଇ ସି ସି ସଭାପତି ବିଦା କରିଛନ୍ତି l ଉଲ୍ଲେଖ ଯୋଗ୍ୟ ଯେ ସୁରଙ୍କ
Read More...

୧୭ ରୁ ୧୦ ଦିନ ଝାରପଡ଼ା ଗାଁ ଶ୍ରୀରାମ ଲୀଳା ।

ଭୁବନେଶ୍ୱର ୧୩ ଅପ୍ରେଲ ( ପ୍ରତ୍ୟୁଷା ବ୍ୟୁରୋ ) : ଓଁ ଶ୍ରୀ ଶ୍ରୀ ସ୍ୱପନେଶ୍ୱର ଦେବ ଶ୍ରୀ ରାମଲୀଳା ପ୍ରଚାର ସମିତି ଝାରପଡା ଗାଁରେ ୧୦ ଦିନ ପର୍ଯ୍ୟନ୍ତ ରାମ ଲୀଳା ହେବ l ଆଜକୁ ୩୭ ବର୍ଷ ଧରି ପ୍ରତି ବର୍ଷ ରାମ ଲୀଳା ହେଉଛି l ଏହି ସାଂସ୍କୃତିକ ଅନୁଷ୍ଠାନ ଭାଇଚାରା ମାଧ୍ୟମରେ ଏହି ଉତ୍ସବ
Read More...

ତୃଷାର୍ତ୍ତ ଙ୍କ ଶୋଷ ମେଣ୍ଟାଉଛି ପି ପି ଏଲ୍ ।

ଭୁବନେଶ୍ଵର ୦୨ ଅପ୍ରେଲ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଗ୍ରୀଷ୍ମ ପ୍ରବାହର ବେଗ ବୃଦ୍ଧି ପାଇଛି l ଏହାକୁ ଦୃଷ୍ଟିରେ ରଖି ପାରାଦୀପ ଫସପେଟ ଲିମିଟେଡ ପକ୍ଷରୁ ଅପ୍ରେଲ ୦୨ ତାରିଖଠାରୁ ଏହାର କାର୍ଯ୍ୟାଳୟ ସାମ୍ନା ରେ ପଥଚାରୀଙ୍କ ତୃଷା ମେଣ୍ଟାଇବା ପାଇଁ ଜଳ ସେବା କେନ୍ଦ୍ର ଆରମ୍ଭ କରାଯାଇଛି l
Read More...

ଭୁବନେଶ୍ୱରରେ ଏକ ଅବିସ୍ମରଣୀୟ ସିଜନ ଫିନାଲେ ପ୍ରଦର୍ଶିତ କରିଛି ସିଗ୍ରାମ୍ର ରୟାଲ୍ ଷ୍ଟାଗ୍ ବୁମ୍ବକ୍ସ ।

ଭୁବନେଶ୍ୱର, 1.04.24 ( ପ୍ରତ୍ୟୁଷା ବ୍ୟୁରୋ ) : ‘ଲିଭିଙ୍ଗ୍ ଇଟ୍ ଲାର୍ଜ’ ଉତ୍ସାହକୁ ପାଳନ କରି ସିଗ୍ରାମ୍ର ରୟାଲ ଷ୍ଟାଗ୍ ପକ୍ଷରୁ ଏକ ପ୍ରଥମ ଧରଣର ସଙ୍ଗୀତ ଉତ୍ସବ ରୟାଲ ଷ୍ଟାଗ୍ ବୁମ୍ବକ୍ସର ୨ୟ ସଂସ୍କରଣ ଉପସ୍ଥାପନ କରାଯାଇଛି । ଯେଉଁଥିରେ ବଲିଉଡର ସର୍ବାଧିକ ଲୋକପ୍ରିୟ ସଙ୍ଗୀତଗୁଡିକ
Read More...

ବିଶିଷ୍ଟ ଶିଳ୍ପପତି ପୀୟୂଷ ମହାନ୍ତି ବିଜେପିରେ ଯୋଗଦେଲେ ।

ଭୁବନେଶ୍ବର. 27.03.24 ( ପ୍ରତ୍ୟୁଷା ବ୍ୟୁରୋ ): ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ପୀୟୂଷ ମହାନ୍ତି ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରୀ ମହାନ୍ତି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ଆସି ବିଜେପିରେ ସାମିଲ
Read More...