Browsing Tag

2024

ଚିଲିକା ଆଞ୍ଚଳିକ ବିକାଶ ପରିଷଦର ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ଭୁବନେଶ୍ବର, 3.03.24 ( ପ୍ରତ୍ୟୁଷା ବ୍ୟୁରୋ ) : ଚିଲିକା ଆଞ୍ଚଳିକ ବିକାଶ ପରିଷଦର ୧୧ତମ ବାର୍ଷିକ ଉତ୍ସବ ରେଡକ୍ରସ ଭବନ ପରିସରରେ ଅନଷ୍ଠିତ ହେଇ ଯାଇଛି l ରବିବାର ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଫକୀର ଚରଣ ଶତପଥୀଙ୍କ ସଭାପତିତ୍ବରେ ପରିଚାଳିତ ହୋଇଥିଲା l
Read More...

ରାଜ୍ୟର ନୂଆ ବୟନ ଶିଳ୍ପ ହବ ହେବ ଖୋରଧା ଶିଳ୍ପାଞ୍ଚଳ ।

ଭୁବନେଶ୍ୱର, ୨୯/୨( ପ୍ରତ୍ୟୁଷା ବ୍ୟୁରୋ )ଖଣି, ଇସ୍ପାତ, ଆଲୁମିନିୟମ ଓ ଶକ୍ତି କ୍ଷେତ୍ରର ପୁଞ୍ଜିନିବେଶ ହାସଲ କରିବାରେ ଆଗୁଆ ଥିବା ଓଡ଼ିଶା ଏବେ ବୟନ କ୍ଷେତ୍ରରେ ପୁଞ୍ଜିନିବେଶ ନିବେଶ ହାସଲ କରିବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଖୋର୍ଦ୍ଧା ଏବେ ରାଜ୍ୟର ନୂଆ ବୟନ ହବ ଭାବେ ଉଭା ହୋଇଛି।
Read More...

ବିଜେପିରେ ହେଲେ ସାମିଲ ଚିଲିକା ବିଧାୟକ ତଥା ବିଜେଡି ନେତା ପ୍ରଶାନ୍ତ ଜଗଦ୍ଦେବ ।

ଭୁବନେଶ୍ୱର,ତା.୨୯/୦୨: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଆବଶ୍ୟକ । ଆଗାମୀ ଦିନରେ
Read More...

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ପାଇଲେ ସମ୍ମାନସୂଚକ ଡି.ଲିଟ୍ ଉପାଧି ( ଉତ୍କଳ…

ଭୁବନେଶ୍ବର, ୨୯ ଫେବୃଆରୀ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ରଙ୍କୁ ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ସମାରୋହରେ ସମ୍ମାନସୂଚକ ଡି.ଲିଟ୍ ଉପାଧି ରେ ସମ୍ମାନିତ କରାଯାଇଛି । ବିଶ୍ବବିଦ୍ୟାଳୟ ପରିସରରେ ଆଜି ଆୟୋଜିତ ଭବ୍ୟ
Read More...

ସାପ୍ତାହିକୀ ‘ଦେଶ ବିଦେଶ’ର ଦଶମ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ।

ଭୁବନେଶ୍ୱର, ୨୮.୨ ( ପ୍ରତ୍ୟୁଷା ବ୍ୟୁରୋ ) : ସକାରାତ୍ମକ ଆଭିମୁଖ୍ୟ ଆଧାରିତ ସମ୍ବାଦ ପରିବେଷଣ ଦ୍ବାରା ମାନବ ସମାଜର ବହୁବିଧ ଉନ୍ନତି ସାଧୂତ ହୋଇଥାଏ । ସାମ୍ବାଦିକତା ବୃଦ୍ଧି ନିର୍ବାହ କରୁଥିବା ଓଡ଼ିଶାର ସାମ୍ବାଦିକ ଓ ସମ୍ବାଦପତ୍ର ରାଜ୍ୟର ବୃହତ୍ତର ସ୍ଵାର୍ଥ ସମ୍ବଳିତ ସମସ୍ୟା ଗୁଡ଼ିକୁ
Read More...