Browsing Tag

Breakingnews

ବ୍ରାଣ୍ଡ ଭାଲ୍ୟୁ ସେଡ୍ରାଫିଲ କ୍ରୀଡା ପରିଧାନ କ୍ରୀଡ଼ାବିତଙ୍କ ପ୍ରଥମ ପସନ୍ଦ

ଭୁବନେଶ୍ୱର ,୨୭୧୨/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ): ଦେଶରେ କ୍ରୀଡା ପରିଧାନ ଉତ୍ପାଦନ କ୍ଷେତ୍ରରେ ଓଡ଼ିଆ ଉଦ୍ୟୋଗୀ ମୁକେଶ ନାୟକ ଏବେ ଦେଶ କାହିଁକି ବିଦେଶରେ ବି ଚହଳ ସୃଷ୍ଟି କରିଛନ୍ତି। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସେଡ୍ରା ଫିଲଟରେସନ ପ୍ରାଇଭେଟ ଲିଃ କ୍ରୀଡା ପରିଧାନ ପ୍ରସ୍ତୁତ କ୍ଷେତ୍ରରେ
Read More...

ହାଇଦ୍ରାବାଦ ଅଭିଜ୍ଞତା ଖୁବ୍ ଉତ୍ସାହଜନକ, ସନ୍ତୋଷଜନକ-ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର ୨୨ ଡିସେମ୍ବର ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ): ହାଇଦ୍ରାବାଦରେ ଆୟୋଜିତ ୨ ଦିନିଆ ଓଡ଼ିଶା ନିବେଶକ ସମ୍ମିଳନୀ ଓ ରୋଡଶୋରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡିଶା ଭାରତର ସର୍ବବୃହତ ନିବେଶ କେନ୍ଦ୍ର ଭାବେ ପ୍ରତିଷ୍ଠା ହାସଲ କରିବ ବୋଲି ଦୃଢୋକ୍ତି ପ୍ରକାଶ
Read More...

୧୮ରୁ ତିନି ଦିନିଆ ଏ ଆଇ ସମ୍ମିଳନୀ ।

ଭୁବନେଶ୍ୱର, 17.12.25, ( ପ୍ରତ୍ୟୁଷା ବ୍ୟୁରୋ ) : ଭାରତ ସରକାରଙ୍କ ପ୍ରତ୍ୟକ୍ଷ ମାର୍ଗ ଦର୍ଶନରେ ରାଜ୍ୟ ସରକାର ଆସନ୍ତା ୧୮ତାରିଖରୁ ଦୁଇ ଦିନିଆ ଏ ଆଇ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛନ୍ତି। ଏ ସମ୍ପର୍କରେ ରାଜ୍ୟ ଆଇ ଟି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଗଣ ମାଧ୍ୟମକୁ ଦେଇ ଥିବା
Read More...

ପୁରୀରେ Global Energy Leaders’ Summit 2025 ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର୦୬ ଡିସେମ୍ବର ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ)ପୁରୀ ଠାରେ ଆୟୋଜିତ Global Energy Leaders' Summit 2025 (GELS 2025)କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍‍ଘାଟନ କରିଛନ୍ତି। ଉକ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବିକାଶରେ ଏନର୍ଜି ସପ୍ଲାଇ
Read More...

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଆଞ୍ଚଳିକ କାର୍ଯ୍ୟାଳୟ, କଟକ ଦ୍ବାରା ଗ୍ରାହକ ସମ୍ମିଳନୀ ।

କଟକ, ୨୮/୧୧( ପି ଏନ ଏସ):ଶିଖରପୁର ସ୍ଥିତ ଏକ ହୋଟେଲ ଟେଲରେ ଏକ ଗ୍ରାହକ ସମ୍ମିଳନୀର (ଟାଉନ ହଲ ସଭା) ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଷ୍ଟେଟ୍ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଚୌଧୁରି ଅସ୍ମିନ୍ ଅନୁପମ ପ୍ରହରାଜ ସଭାପତିତ୍ୱ କରିଥିଲେ । । ଶ୍ରୀ ପ୍ରହରାଜ ଗ୍ରାହକମାନଙ୍କୁ ଅଭିନନ୍ଦନ
Read More...