35 ଫୁଟ ଗଭୀର କୂଅରୁ ଉଦ୍ଧାର ହେଲା ଭାଲୁ

0 160

ଭୁବନେଶ୍ବର,5/07/22 (ପ୍ରତ୍ୟୁଷl ବ୍ୟୁରୋ):

ସୁକିନ୍ଦା 5/7 ପ୍ରତ୍ୟୁଷା ବ୍ୟୁରୋହରିୟାଣାର 12 ବର୍ଷର ବାଳକ ରାହୁଲକୁ ପାଞ୍ଚ ଦିନର ଅପରେସନ ପରେ ଉଦ୍ଧାର କରାଯାଇଥିବା କଥା ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ମଙ୍ଗଳବାର ସୁକିନ୍ଦା ଅଞ୍ଚଳରେ ଗୋଟିଏ ଭାଲୁ ପଇଁତିରିଶି ଫୁଟ ଗଭୀର କୂଅରେ ଖସି ପଡିଥିଲା I ସୁକିନ୍ଦା ଅଗ୍ନିଶମ ବାହିନୀ ଓ ଜଙ୍ଗଲବିଭାଗର କର୍ମଚାରୀମାନେ ଏକ ଜେସିବି ସାହାଯ୍ୟରେ ସଫଳତା ସହ ଉଦ୍ଧାର କରିପାରିଥିଲେ I ଦେଖନ୍ତୁ ଭିଡିଓ

Leave A Reply

Your email address will not be published.