କିମାଶ୍ଚର୍ଯ୍ୟମ୍ ଜିଶାଙ୍କୁ ସମ୍ବର୍ଦ୍ଧନା

0 171

ଭୁବନେଶ୍ୱର 3/7 (ପ୍ରତ୍ୟୁଷା ନ୍ୟୁଜ):
କୁନି ଝିଅ ଜିଶା ବୟସ ମାତ୍ର ତିନି ବର୍ଷ ସାତ ମାସ କଥା କହୁଛି ଅନର୍ଗଳ I ସଂସ୍କୃତ ଶ୍ଳୋକ ଠୁ ଆରମ୍ଭ କରି ସାଧାରଣ ଜ୍ଞାନ, ଦେଶ ବିଦେଶର ଧାରଣା ଯାହା କିମ୍ୱାଶ୍ଚର୍ଯ୍ୟମ୍ I ଏହି ବୟସରେ ଜିଶା ଇଣ୍ଡିଆ ଵୁକ ଅଫ ରେକର୍ଡସ 2022ରେ ସ୍ଥାନ ପାଇଛନ୍ତି I ଏଣୁ ଜିଶାଙ୍କୁ ଦିଆଯାଉଛି ସମ୍ବର୍ଦ୍ଧନା I ଜିଶାଙ୍କ ବାପା ଜଣେ ଚାର୍ଟଡ଼ ଆକାଉଟାଣ୍ଟ ଓ ମାମା ଜଣେ ଗୃହିଣୀ I ରାଜଧାନୀର ବାସିନ୍ଦା I

Leave A Reply

Your email address will not be published.