ଦେଶ ବିଦେଶରେ ରଥଯାତ୍ରା

0 229

ଭୁବନେଶ୍ୱର 3/7ପ୍ରତ୍ୟୁଷା ବ୍ୟୁରୋ
ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରା ପାଇଁ ବିଶ୍ୱ ପ୍ରସିଦ୍ଧ ମାତ୍ର ପୁରୀ ବ୍ୟତୀତ ବିଶ୍ୱର ବହୁ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହୁଏ I ଓଡିଶା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ ନିଜ ଜନ୍ମଭୂମିର ମୋହ ଦୂର କରି ନ ପାରି ରଥଯାତ୍ରା ଆୟୋଜନ କରିଥିଲେ I ଦେଖନ୍ତୁ ବିଶ୍ୱର ପ୍ରମୁଖ ବଡ଼ ବଡ଼ ଦେଶରେ ଚଳିତ ବର୍ଷ ପାଳିତ ହୋଇଥିବା ରଥଯାତ୍ରାର ଫଟୋ ଚିତ୍ର I

Leave A Reply

Your email address will not be published.