ସ୍ମାର୍ଟ ସିଟିରେ କଟନ ଫ୍ୟାବର ବଢୁଛି କ୍ରେଜ

0 187

ଭୁବନେଶ୍ୱର 2/7 ( ପ୍ରତ୍ୟୁଷା ବ୍ୟୁରୋ ): ୱାଧହ ହାଥକରଘା, ହସ୍ତଶିଳ୍ପ ଇଭାମ ଗ୍ରାମଦ୍ୟୋଗ ସମିତି ରହିମାବାଦ ଲକ୍ଷନୋ ଦ୍ୱାରା ସ୍ମାର୍ଟ ସିଟି ଭୁବନେଶ୍ୱରରେ ଆୟୋଜିତ ହୋଇଆସୁଥବା କଟନ ଫାବ ରେଶମ ଓ ସୂତା ବସ୍ତ୍ର ପ୍ରଦର୍ଶନୀର କ୍ରେଜ ବଢୁଛି l ପ୍ରଦର୍ଶନୀର ଶୁଭାରମ୍ଭ ଦିବସରେ ଦେଖା ଯାଇଥିଲା ପ୍ରବଳ ଭିଡ଼ l ଭୁବନେଶ୍ୱର ( ମଧ୍ୟ )ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟଅତିଥିଭାବେ ଓ ଭୁବନେଶ୍ୱର ମହାନଗର ପାଳ ସୁଲୋଚନା ଦାସ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ମିଳିତ ଭାବେ ପ୍ରଦର୍ଶନୀ ଉଦଘାଟନ କରିଥିଲେ lସୂଚନା ଯେ ତେର ତମ ପ୍ରଦର୍ଶନୀ 2022ରେ ସମିତି ପକ୍ଷରୁ 12ଟି ରାଜ୍ୟର122 ହସ୍ତଶିଳ୍ପୀ ଏହି ମେଳାରେ ଯୋଗ ଦେଇଛନ୍ତି l ଲକ୍ଷନୋ ଚିକନ ୱାକ, ଗୁଜୁରାଟ ଏଥେନିକ ପ୍ରିଣ୍ଟ, ପଞ୍ଜାବ ଫୁଲକରି ଆଦି ବହୁ ନାମିଦାମୀ ସୂତା ଓ ରେଶମର କାରିଗରୀ ପୋଷାକ ଉପଲବ୍ଧ ହେଉଛି l

Leave A Reply

Your email address will not be published.