ଚର୍ଚ୍ଚାରେ ବ୍ରତୋପନୟନ ଉତ୍ସବରେ ତାରାଙ୍କ ଡିସ୍କୋ

0 157

ବ୍ରହ୍ମପୁର 23/6 ପ୍ରତ୍ୟୁଷା ନ୍ୟୁଜ
ବିଧାୟକ ତାରାପ୍ରସାଦ ବାହିନୀପତି ଜଣେ ନିଆରା ମଣିଷ I ଏହି ବରିଷ୍ଠ କଂଗ୍ରେସ ବିଧାୟକଙ୍କ ଭିନ୍ନ ଅନ୍ଦାଜ ରାଜନୀତିରେ ଯେତିକି ଚର୍ଚିତ ସାଧାରଣ ଜୀବନରେ ତା’ ଠାରୁ ଅଧିକ ଚର୍ଚିତ I ଆସନ୍ତୁ ଦେଖିବା ତାରା ଗୁରୁବାର ଏକ ଘରୋଇ ବ୍ରତୋପନୟନ ଉତ୍ସବରେ ଯୋଗ ଦେଇ ନିଜ ଆତ୍ମୀୟ ସ୍ୱଜନଙ୍କ ଗହଣରେ DISKO ନାଚି ଉପସ୍ଥିତ ସମସ୍ତଙ୍କ ମନମୋହୁଛନ୍ତି l

Leave A Reply

Your email address will not be published.