ଶୁକ୍ରବାର ନାମାଙ୍କନ ଭରିବେ ଦ୍ରୌପଦୀ

0 161

ନୂଆଦିଲ୍ଲୀ 23/6 (ପ୍ରତ୍ୟୁଷା ବ୍ୟୁରୋ):
ଏନ ଡି ଏ ର ରାଷ୍ଟ୍ରପତି ପ୍ରାଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ପୂର୍ବାହ୍ନ୍ରେ ନୂଆଦିଲ୍ଲୀ ଯାଇ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ସାକ୍ଷାତ କରିଛନ୍ତି I ଆସନ୍ତାକାଲି ସେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାଥୀପତ୍ର ଦାଖଲ କରିବେ I ତାଙ୍କ ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ରହିବା ପାଇଁ ବିଜେଡି ର ଦୁଇ କ୍ୟାବିନେଟ ମନ୍ତ୍ରୀ ଓ ବିଜେପି ର ଦଶ ବିଧାୟକ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି I ଦେଖନ୍ତୁ ଏ ସମ୍ପର୍କତ କେତେକ ଅଲୋକ ଚିତ୍ର I

Leave A Reply

Your email address will not be published.