ଭୁବନେଶ୍ୱର,18.11.25 ( ପ୍ରତ୍ୟୁଷା ବ୍ୟୁରୋ ) : ଶାସକ ଦଳର ସବୁ ପ୍ରୟାସ ସତ୍ୱେ କଂଗ୍ରେସ ନୂଆପଡାରେ ଦ୍ୱିତୀୟ ସ୍ଥାନରେ ଅଛି। ବିଜେଡି ନୁହେଁ କଂଗ୍ରେସ ହିଁ ମୁଖ୍ୟ ବିରୋଧୀ ଦଳ ହେଇପାରିଛି ଏଣୁ ଆଗାମୀ ଦିନରେ କଂଗ୍ରେସ ଲୋକଙ୍କୁ ସଚେତନ କରିବ ଭୋଟ କରସାଦି ବିରୋଧରେ ଲଢେଇ ଜାରି ରଖିବ କହିଛନ୍ତି ପିସିସି ସଭାପତି ଭକ୍ତ ଦାସ ।