ଭୁବନେଶ୍ୱର, ୫ ଅକ୍ଟୋବର ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ଭାରତର ଅଗ୍ରଣୀ ଇଲେକ୍ଟ୍ରିକ ଗମନା ଗମନ ନବସୃଜନକାରୀ ମ୍ୟାଟରଭୁବନେଶ୍ଵରର ତାହାର ଅଧୁନାତମ ଏକ୍ସପେରିଏନ୍ ହକ୍ର ଭବ୍ୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ଏହି ନୂଆ ହବ୍ମ୍ୟାଟର୍ର ବନ୍ଧିତ ରିଟେଲ ଉପସ୍ଥିତିରେ ଅନ୍ୟ ଏକ ମାଇଲଖୁଣ୍ଟ ହେବା ସହିତ ସ୍ଵଚ୍ଛ, ସଂଯୁକ୍ତ ଏବଂ ଦୀର୍ଘସ୍ଥାୟୀ ଗମନାଗମନଦିଗରେ ଭାରତର ରୂପାନ୍ତରଣକୁ ତ୍ବରାନ୍ବିତ କରିବା ନିମନ୍ତେ ଏହାର ଲକ୍ଷ୍ୟକୁ ପୁନଃ ମଜଭୁତ କରୁଛି ।ମ୍ୟାଟର ଏକ୍ସପେରିଏନ୍ସ ହତ୍- ଭୁବନେଶ୍ଵର ଜାଗମରାସ୍ଥିତ ନରେନ୍ଦ୍ର ଗାର୍ଜନ ନିକଟରେ ଅବସ୍ଥିତ ଏବଂ ଏହା ଅତ୍ୟାଧୁନିକକାକ୍ଷ୍ୟସ୍ଥଳ ହୋଇଛି, ଯେଉଁଠାରେ ଚାଳକମାନେ ମ୍ୟାଟର୍ ର ସର୍ବାଧୁନିକ ଯୁଗର ଇଭି ପ୍ରଯୁକ୍ତିସମୂହ ସମ୍ପର୍କରେ ଅନୁଧ୍ୟାନକରିପାରିବେ ଏବଂ ଏକା- ଭାରତର ପ୍ରଥମ ଗିୟରଥୁବା ଇଲେକ୍ଟ୍ରିକ ମୋଟରବାଇକ ସମ୍ପର୍କରେ ସମ୍ମୁଖ ଅନୁଭୂତିପାଇପାରିବେ ।ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମ୍ୟାଟରର ନେତୃତ୍ବକାରୀ ଟିମ୍, ଡିଲର ସହଭାଗୀ ଏବଂ ସମଗ୍ର ଓଡ଼ିଶାରୁ କଭି ପ୍ରେମୀମାନେଉପସ୍ଥିତ ଆଲେ, ଯାହା ଦୀର୍ଘସ୍ଥାୟୀ ପରିବହନ କ୍ଷେତ୍ରରେ ଏକ ପେଣ୍ଠସ୍ଥଳ ଭାବରେ ସହରର ବଦ୍ଧିତ ଭୂମିକାକୁ ଦର୍ଶାଇଥିଲା।ଏହାର ଶୁଭାରମ୍ଭ ଅବସରରେ ପ୍ରକାଶ କରି ଶ୍ରୀ ମୋହାଲ ଲାଇଭାଇ, ଫାଉଣ୍ଡର ଓ ଗୁପ୍ ସିଇଓ, ମ୍ୟାଟର, କହିଥିଲେ,* ଭୁବନେଶ୍ଵର କେବଳ ଏକ ସାଂସ୍କୃତିକ ଏବଂ ଶିକ୍ଷାର ରାଜଧାନୀ ନୁହେଁ, ତାହାସହିତ ଏହା ଦୀର୍ଘସ୍ଥାୟିତ୍ଵ ନିମନ୍ତେ ପ୍ରଗତିଶୀଳଲକ୍ଷ୍ୟ ରଖୁଥିବା ଏକ ଉଦୀୟମାନ ସ୍ମାର୍ଟ ସିଟି ହୋଇଛି। ଏଠାରେ ଆମର ନୂତନ ଏକ୍ସପେରିଏନ୍ ହବ୍ ସହିତ ଆମେଜନସାଧାରଣଙ୍କୁ ସେମାନଙ୍କ ସମ୍ମୁଖରେ ବିଶ୍ଵ ଶ୍ରେଣୀର ଇଭି ପ୍ରଯୁକ୍ତ ସମ୍ପର୍କରେ ଅନୁଭୂତି ପାଇବାକୁ ସୁଯୋଗ ସୃଷ୍ଟି କରୁଛୁ।ଏରା କରିଆରେ ବାଳକମାନେ କିଭଳି ସେମାନଙ୍କ ସହରରେ ଯାତାୟତ କରୁଛନ୍ତି ତାହାକୁ ଆମେ ପୁନଃଭାଷିତ କରୁଛୁ ଏବଂଏକ ସ୍ଵଚ୍ଛ, ତୁଳନାତ୍ମକ ଭାବରେ ସ୍ମାର୍ଟ ଓ ଅଧିକ ରୋମାଞ୍ଚକାରୀ ଗମନାଗମନ ଅନୁଭୂତି ପ୍ରଦାନ କରୁଛୁ ।”
ଭାରତର ପ୍ରଥମ ଗିୟର ବିଶିଷ୍ଟ ଇଲେକଟ୍ରିକ ମୋଟରବାଇକ ଦେଖିବା ତଥା ଭବିଷ୍ୟତର ଗମନା ଗମନ ଅନୁଭୂତି ହାସଲକରିବାକୁ ଆମନ୍ତ୍ରଣ କରୁଛୁ ।”ଡିଲର ପ୍ରିନ୍ସିପାଲ, ଶ୍ରୀ ନିଶୀଥ ରଞ୍ଜନ ନନ୍ଦ କହିଥିଲେ, “ ମ୍ୟାଟର୍ର ବୈପ୍ଳବିକ ଇଲି ଅନୁଭୂତି ଭୁବନେଶ୍ଵରକୁ ଆଣିବା ଏକଗର୍ବିତ ମୁହୂର୍ଭ ହୋଇଛି। ସବୁଜ ଗମନା ଗମନ କ୍ଷେତ୍ରରେ ସହର ଏକ ନୂତନ ଅଧ୍ୟାୟନ ନିମନ୍ତେ ପ୍ରସ୍ତୁତ ଅଛି ଏବଂ ଆମେଏଭଳି କିଛି ପ୍ରଦାନ କରୁଛୁ ଯେଉଁଥରେ ପ୍ରଦର୍ଶନ, ନବସୃଜନ ଏବଂ ଦୀର୍ଘସ୍ଥାୟୀତାର ଅଭୂତପୂର୍ବ ସମ୍ମିଶ୍ରଣ ଘଟିଛି।”ଏରା – ରୋମାଞ୍ଚ ନିମନ୍ତେ ପ୍ରସ୍ତୁତ, ଭବିଷ୍ୟତ ପାଇଁ ନିର୍ମିତଏକ୍ସପେରିଏନ୍ସ୍ ହବ୍ର କେନ୍ଦ୍ର ସ୍ଖଳରେ ରହିଛି ଏଇଆର୍ଏ ୫୦୦୦+, ବିଶ୍ଵର ପ୍ରଥମ ନିର୍ମିତ ଗିୟର ବିଶିଷ୍ଟ ଇଲେକ୍ଟ୍ରିକମୋଟରବାଇକ ଏବଂ ମ୍ୟାଟରର ଅଗ୍ରଣୀ ନବସୃଜନ। ଏକ ୪-ସିଡ ମାନୁଆଲ ଗିୟରବକୁ– ହାଇପରସିଫ୍ଟରେ ସୁସଜ୍ଜିତଏଇଆର୍ଏରେ ଗିୟରର ରୋମାଞ୍ଚ ସହିତ ବିଦ୍ୟୁତ ଶକ୍ତିର ପାରଦର୍ଶିତା ଏକତ୍ରିତ ହୋଇଛି- ଯାହା ପରମ୍ପରା ଏବଂ ଭବିଷ୍ୟତଗମନା ଗମନକୁ ଯୋଡୁଛି ।ଭୁବନେଶ୍ଵର ହବକୁ ଆସୁଥିବା ପରିଦର୍ଶକମାନେ ଏକ ଫିଜିଟାଲ ପରିବେଶର ଅନୁସନ୍ଧାନ କରିପାରିବେ– ଯେଉଁଠାରେସମାବେଶୀ ଡିଜିଟାଲ ନିୟୋଜନତା ସମ୍ମୁଖସ୍ଥ ଉତ୍ପାଦ ଅନୁଭୂତି ସହିତ ସଂଯୁକ୍ତ ହେଉଛି। ଆନ୍ତଃକ୍ରିୟାଶୀଳ ପ୍ରଦର୍ଶନ ଠାରୁନେଇ ପରୀକ୍ଷାମୂଳକ ଗାଡିଚାଳନା ପର୍ଯ୍ୟନ୍ତ ଏହି ହବ ଚାଳକମାନଙ୍କୁ ମ୍ୟାଟର୍ର ଆଭ୍ୟନ୍ତରୀଣ ସ୍ତରରେ ପ୍ରସ୍ତୁତ ନବସୃଜନସମ୍ପର୍କରେ ବୁଝିବାରେ ସହାୟତା କରିବାକୁ ଡିଜାଇନ କରାଯାଇଛି ଯାହା ସହରାଞ୍ଚଳ ଗମନା ଗମନର ଭବିଷ୍ୟତକୁ ନିର୍ଦ୍ଦିଷ୍ଟ ରୂପଦେଉଛି ।