Browsing Tag

Car festivals at odisha 2022

ବଡ଼ଦାଣ୍ଡ ଲୋକାରଣ୍ୟ, ଜନ୍ମବେଦୀ ଯାତ୍ରାରେ ମହାବାହୁ

ପୁରୀ 01/7/22 ପ୍ରତ୍ୟୁଷା ନିୟୁଜଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ଶ୍ରୀଜଗନ୍ନାଥଙ୍କ ଘୋଷ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି l ମହାମାରି କରୋନା ପରେ ଏ ବର୍ଷ ରଥଯାତ୍ରାରେ ଶ୍ରୀ୍ଷେତ୍ର ଲୋକାରଣ୍ୟ ହୋଇଉଠିଥିଲା l ଲକ୍ଷାଧିକ ଭକ୍ତଙ୍କ ଗହଳି ଚହଳି ଭିତରେ ବଡଦାଣ୍ଡ ଉଛୁଳି…
Read More...

ରଥଯାତ୍ରାକୁ ଆଉ ଦଶଦିନ,ବଡଦାଣ୍ଡରେ ଆଗେଇ ଚାଲିଛି ରଥ ନିର୍ମାଣ

ପୁରୀ 20/6 ( ପ୍ରତ୍ୟୁଷା ନ୍ୟୁଜ )ଆଷାଢ଼ ଶୁକ୍ଳ ଶ୍ରୀଗୁଣ୍ଡିଚା ତିଥିକୁ ମାତ୍ର ଆଉ ଦଶ ଦିନ I ଏହାକୁ ଦୃଷ୍ଟିରେ ରଖି ମହାରଣା ସେବାୟତମାନେ ରାତିଦିନ ଏକ କରିଦେଇଛନ୍ତି I ଦୁଇବର୍ଷ ଧରି ମହାମାରୀ ପାଇଁ ରଥଯାତ୍ରା ବନ୍ଦ ଥିଲା ଏବେ ସବୁ କିଛି ଠିକ ଠାକ ଚାଲିଛି ଏଣୁ ସମସ୍ତେ ଭାବ ବିହ୍ଵଳ…
Read More...