ପ୍ରାଚୀନ ସଂସ୍କୃତି ଓ ପରମ୍ପରାର ମୂଲ୍ୟବୋଧ ନବ କଳିକାଙ୍କୁ ପ୍ରେରଣା ଦେବ ।

0 260

ଭୁବନେଶ୍ଵର ୦୧ ସେପ୍ଟେମ୍ବର ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ):ଆଧୁନିକତା ପ୍ରଭାବରେ ଆଜିର ନବ କଳିକା ପ୍ରାଚୀନ ସଂସ୍କୃତି ଓ ପରମ୍ପରା ସଂପର୍କକୁ ନିଜ ଠାରୁ ଦୂରେଇ ଯାଉଥିବା ଦେଖାଯାଉଛି l ଏଣୁ ସେମାନଙ୍କୁ ପାଠ ପଢା ଭିତରେ କଅଁଳ ମନକୁ ସଞ୍ଜତ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ତ୍ରୀପାଠୀ ଦମ୍ପତି l ଏହି ଅବସରରେ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ ଠାରେ ଗତ ଦୁଇ ବର୍ଷ ଧରି ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇଛି ବୋଲି କହିଛନ୍ତି ଶ୍ରୀମତି ତ୍ରିପାଠୀ l ଶୁଣନ୍ତୁ କ ‘ଣ କହୁଛନ୍ତି ଏ ଭିଡ଼ିଓ।

Leave A Reply

Your email address will not be published.