Browsing Tag

1.09.24

ଚାଟାର୍ଡ ଆକାଉଟାଣ୍ଟ ମାନଙ୍କ ଭୂମିକ ଦେଶ ପାଇଁ ଗୁରୁତ୍ୱ ପୂର୍ଣ୍ଣ ।

ଭୁବନେଶ୍ଵର ୦୧/୯/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ):ଭୁବନେଶ୍ଵରରେ ଚାଲିଥିବା ଦୁଇ ଦିନିଆ ସି ଏ ସମ୍ମିଳନୀ ଅବସରରେ ବିଶିଷ୍ଟ ସି ଏ ମନୋଜ ଅଗ୍ରୱାଲ ଦେଶ ପାଇଁ ସି ଏ ମାନେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ଶୁଣନ୍ତୁ ଭିଡିଓ
Read More...

ପ୍ରାଚୀନ ସଂସ୍କୃତି ଓ ପରମ୍ପରାର ମୂଲ୍ୟବୋଧ ନବ କଳିକାଙ୍କୁ ପ୍ରେରଣା ଦେବ ।

ଭୁବନେଶ୍ଵର ୦୧ ସେପ୍ଟେମ୍ବର ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ):ଆଧୁନିକତା ପ୍ରଭାବରେ ଆଜିର ନବ କଳିକା ପ୍ରାଚୀନ ସଂସ୍କୃତି ଓ ପରମ୍ପରା ସଂପର୍କକୁ ନିଜ ଠାରୁ ଦୂରେଇ ଯାଉଥିବା ଦେଖାଯାଉଛି l ଏଣୁ ସେମାନଙ୍କୁ ପାଠ ପଢା ଭିତରେ କଅଁଳ ମନକୁ ସଞ୍ଜତ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ତ୍ରୀପାଠୀ…
Read More...