ଭୁବନେଶ୍ୱରରେ ଏକ ମେଗା ଇଭେଟ୍‌ରେ ନିଜର ପ୍ରଥମ ଫ୍ୟାମିଲି ସ୍ଫୁଟର ରିଜ୍‌ଟାର ୪୦ ୟୁନିଟ୍ ଡେଲିଭର କରିଛି ଏଥର ଏନର୍ଜି ।ଭୁବନେଶ୍ଵରରେ ଭିଟା ମାତ୍ର ୯୬୧୨୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ।

0 43

ଭୁବନେଶ୍ବର, 27.07.24 ( ପ୍ରତ୍ୟୁଷା ବ୍ୟୁରୋ ) :ଭାରତର ଅନ୍ୟତମ ପ୍ରମୁଖ ଇଲେକଟ୍ରିକ ଦୁଇଚକିଆ ଯାନ ଇତ୍ପାଦନକାରୀ, ଏଥର ଏନର୍ଜି ଆଜି ସୂଚନେଶ୍ବରରେ ଏହାର ‘ମିଶ୍ର ତା’ ରେସର ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମ ସମୟରେ ଏଥର ପକ୍ଷରୁ ଏହାର କମ୍ୟୁନିଟି ସଦସ୍ୟ, ଇଲେକ୍‌ଟ୍ରିକ ଯାନ ରଖାହା ଓ ନୂଆ ନିଜ ‌ ମାଲିକମାନଙ୍କ ପାଇଁ କମ୍ପାନୀର ନୂଆ ଫ୍ୟାମିଲି ସ୍କୁଟର ଲିକଟା ଓ ଅଭିନବ ହାରୋ ହେଲ୍‌ମେଟର ଉନ୍ମୋଚନ କରାଯାଇଛି ଏବଂ ୪୦ଟି ଭିଜନ ଫ୍ୟାମିଲି ସ୍କୁଟର ଡେଲିଗର କରାଯାଇଛି । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଲୋକମାନଙ୍କୁ ଏଥରର ଏନ୍‌ପେରିଏନ୍ ଜୋନ୍‌କୁ ଅନ୍ଵେଷଣ କରିବା ପାଇଁ ସୁଯୋଗ ମିଳିଥିଲା, ଯାହା ସେମାନଙ୍କୁ ଏକ ନିମତ ଅନୁଭୂତି ଏବଂ ବାଣ୍ଡର ଆଜ୍‌ରାନ୍‌ଡ ଟେକ୍ନୋଲୋଜି ଓ ଡିଜାଇନ ଦର୍ଶନ ଉପରେ ଗଭୀର ସୂଚନା ପ୍ରଦାନ କରିଥିଲା । ଏହି ଅବସରରେ କମ୍ପାନୀର ଦିଫ, ବିଜନେସ ଅଫିସର ଭବନିତ ସିଂହ ଫୋଡେଲା କହିଛନ୍ତି, “ଓନିଶା ଆମ ପାଇଁ ଏକ ପ୍ରମୁଖ ବଢାଇ ଭାବେ ଉଭା ହୋଇଛି ଯାହା ଇଭେକଟ୍ରିକ ଯାନକୁ ନେଇ ବନ୍ଧିକ ସଚେତନତା ଓ ଗ୍ରହଣୀୟତା ଦ୍ବାରା ପରିଚାଳିତ ହୋଇଛି । ଭୁବନେଶ୍ୱର ପରିବାର ଉପରେ ଗୁରୁତ୍ଵ ଦେଉଥିବା ଏକ ବଜାଇ ଅଟେ, ବର୍ତମାନ ଆମର ପ୍ରଥମ ଫ୍ୟାମିଲି ସ୍କୁଟର ଗିଚଟା ସହିତ ଆମେ ଏକ ବଡ ସେରଫେର ଅବଶ୍ୟକତା ପୂରଣ କରୁଛୁ । ନିକଟା ନିର୍ଭରଯୋଗ୍ୟ ଓ ବ୍ୟବହାଲିନ ଅଟେ ଏବଂ ଏହାକୁ ଭାରତୀୟ ପରିବାରଗୁଡିକର ଆବଶ୍ୟକତାକୁ ଦୃଷ୍ଟିରେ ରଖୁ ନିର୍ମାଣ କରାଯାଇଛି, ଯାହା ଏହାକୁ ପରିବାରଗୁଡିକ ପାଇଁ ଏକ ଉପଯୁକ୍ତ ପସନ୍ଦରେ ପରିଣତ କରୁଛି । ନିକଟାକୁ ଭୁବନେଶ୍ଵରର ଗ୍ରାହକମାନେ ଖୁବ୍ ଭଲ ଭାବରେ ଗ୍ରହଣ କରିଛନ୍ତି ଏବଂ ଆମେ ଏହାକୁ ନେଇ ସଜାରାତ୍ମକ ପ୍ରତିକ୍ରିୟା ଜାରି ରଖିଥିବା ଦେଶ ଉତ୍ସାହିତ ଅଛୁ ।” ଏଥର ଏନର୍ଜି ୨୦୧୮ରେ ଏହାର ପ୍ରଥମ ଇଲେକ୍‌ଟ୍ରିକ ସ୍କୁଟରର ଶୁଭାରମ୍ଭ କରିଥିଲା ଏବଂ ସେବେଠାରୁ ଏହା ୪୫୦ ଏ ୪୫୦ଏସ୍ ସମେତ ୪୫୦ ସିରିଜରେ ଉଚ୍ଚ ପ୍ରଦର୍ଶନକ୍ଷମ ମଡେଲଗୁଡିକ ପାଇଁ ଏକ ଖ୍ୟାତି ଅର୍ଜନ କରିଛି ।

ନୂଆ କରି ଜୀବ ହୋଇଥିବା ରିଜ୍‌ଟା ଦୁଇଚକିଆ ଯାନର ଫ୍ୟାମିଲି ସେଲ୍‌ମେଟରେ ଏଥରର ସମ୍ପ୍ରସାରଣକୁ ସୂଚିତ କରୁଛି । କମ୍ପାନୀର ଓଡିଶାରେ ୫ଟି ଏକ୍ସପେରିଏନ୍‌ ସଂଟର (ଇସି) ଏବଂ ଦେଶବ୍ୟାପୀ ୨୦୦ରୁ ଅଧ‌ିକ ଲସି ରହିଛି । ଏହାବ୍ୟତୀତ ଏଥର ଓଡିଶାରେ ଏଥର ଗ୍ରିଡ୍ସ ଭାବେ ପରିଚିତ ୪୦ରୁ ଅଧ‌ିକ ଫାଷ୍ଟ-ଚାର୍ଡିଙ୍ଗ ଷ୍ଟେଶନ ଏବଂ ଦେଶଦ୍ୟପ ୯୯୦୦ଟି ଫାଷ୍ଟ ଡାହିଁ ଷ୍ଟେସନ ସ୍ଥାପନ କରିଛି । ବିକଟା ଦୁଇଟି ମଡେଲରେ ୩ଟି ଲାଗିଅ’ଟ ସହିତ ଆସୁଛି: ଭିକ୍‌ଟା ଏସ୍ ଓ ରିଟା ନେକ, ଉରୟରେ ୨.୯ କେଡବ୍ଲ୍ୟୁଏନ୍ ବ୍ୟାଟେରୀ ରହିଛି ଏବଂ ଏକ ଟସ୍ ଏଣ୍ଡ ମଡେଲ ନିକଟା ଜେତୁ ଯାହା ୩.୭ କେଡଫ୍ଲୁଏଚ ବ୍ୟାଟେରୀ ସହ ସୁସଜ୍ଜିତ ରହିଛି । ୨.୯ କେଡବ୍ଲ୍ୟୁଏଟ ଭାରିଆଂଟ ୧୨୩ କିମିର ଏକ ଆନୁମାନିକ ଆଇକିସି ରେଞ୍ଜ ପ୍ରଦାନ କରୁଥିବା ବେଳେ ୩.୭ କେଡବ୍ଲ୍ୟୁଏକ ଭାରିଆଟ ଏକ ପ୍ରରାଜୀ ୧୫୯ କିମି ରେଞ୍ଜ ପ୍ରଦାନ କରୁଛି । ରିଜ୍‌ଟ ଏସ୍ ୩ଟି ମୋନୋଟୋନ ଚଲରରେ ଉପଲବ୍ଧ ହେଉଥିବା ବେଳେ ରିଜ୍‌ଟା ଜେଇ ୭ଟି କଲାରରେ ଉପରବ ହେଉଛି ଯେଉଁଥିରେ ୩ଟି ମେନୋଟୋନ ॥ ୪ଟି ନୂଆଇ-ଟୋନ୍ ବିକଳ ସାମିଲ ରହିଛି । ପରିବାରଗୁଡିକୁ ଧାନରେ ରତ୍ନ ବିଜାଇନ କରାଯାଇଥିବା ରିଜ୍‌ଟା ଆରମ, ସୁବିଧା ଓ ସୁରକ୍ଷାକୁ ମହତ୍ ଦେଉଛି । ଏଥିରେ କଳାର ଅନ୍ୟତମ ସର୍ବବୃହତ ଓ ସବୁଠାରୁ ଆରାମଦୟନ ସିଟ୍ ରହିଛି ଏବଂ ଏହା ୩୪ ଲିଟରର ଅଣ୍ଡର ସିଟ୍, କ୍ଷମତା ଓ ଏକ ଅବନାର ୨.୨ ଲିଟର ଫୁଙ୍କ ଆସେସର ସମେତ ୫୬ଲିଟରର ଷ୍ଟୋରେଳ ଦେଶ ପ୍ରଦାନ କରୁଛି । ଏହାର ବିଶାଳ ଫ୍ଲୋରବୋଳି ଚାଳନଙ୍କ ପାଇଁ ପର୍ଯ୍ୟାପ୍ତ ଲେଇ ସେଶ ପ୍ରଦାନ କରୁଛି ।

Leave A Reply

Your email address will not be published.