ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କଲେ ମନୋଜ୍ ଆହୂଜା ।

0 28

ଭୁବନେଶ୍ଵର ୩୦/୬( ପ୍ରତ୍ୟୁଷା ବ୍ୟୁରୋ ) :ଶ୍ରୀ ମନୋଜ ଆହୁଜା ଆଜି ଓଡ଼ିଶା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି l ଆଜି ଅପରାହ୍ଣରେ ଲୋକସେବା ଭାବନରେ ଶ୍ରୀ ଆହୁଜା ଅବସରଗ୍ରହଣ କରିଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି l

Leave A Reply

Your email address will not be published.