ମୋଦି କେୟାର ‘ ଅତୁଟ ବନ୍ଧନ ‘ , ରିସ୍ତା ଦିଲ କା ‘ ରୋଡ ସୋ ‘ ର ଶୁଭାରମ୍ଭ ।

0 756

୨୦୨୪( ପ୍ରତ୍ୟୁଷା ବ୍ୟୁରୋ ) : ଭାରତର ଅନ୍ୟତମ ଅଗ୍ରଣୀ ଡାଇରେକ୍ଟ ସେଲିଙ୍ଗ୍ କମ୍ପାନୀ ମୋଦିକେୟାର ଲିମିଟେଟ ପକ୍ଷରୁ ସମାର କେ ମାନୀଙ୍କ ଦ୍ଵାରା ପତାକା ଦେଖାଇ ଶୁଲାଉ କରାଯାଇଥିବା ଏକ ଇବା ରୋଡ୍ ସୋ’ ‘ଅଦୃତ ବାନ, ଜିଲା ଦିଲ୍ କା’ର ଶୁଭାର ହୋଇଛି । ଚାରି ଦିନରେ ଏହି ଐତିହାସିକ ଯାହା ଓଡ଼ିଶା ଓ ପଶ୍ଚିମବଙ୍ଗର ପ୍ରାୟ ୬୦୦ କିଲୋମିଟର ଓ ୧୧ଟି ସହର ଅତିକ୍ରମ କରିବ । ବିଜେକ୍ଟ ଗଲିଙ୍ଗ ଶିଳ୍ପରେ ପ୍ରଥମ ଥର ପାଇଁ ଏହି ଗୋଡ୍ ସୋ’ ୧୧,୦୦୦ରୁ ଅଧିକ ପରାମର୍ଶଦାତାଙ୍କୁ ଏକାଠି କରି ସଫଳତା, ସ୍ଵାଧୀନତା ଏବଂ ଅତୁଟ ବନ୍ଧନକୁ ପାଳନ କରିବା ପାଇଁ ମୋଦିକେୟାରର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ସମାର ମୋଦାଙ୍କ ନେତୃତ୍ଵରେ ଏହି ରୋଡ୍ ସୋ’ ଭୁବନେଶ୍ୱର, ଜାରକା, ଭଦ୍ରକ, ସୋର, ବାଲେଶ୍ଵର, ଜଟେଶ୍ଵର, କଂଟାଇ, ତମଲୁକ ଓ କୋଲାଘାଟ ସହର ପରିକ୍ରମା କରିବ । ମୋଦିକେୟାରର ସବୁଠାରୁ ପୁରୁଣା ଓ ଗୁରୁତ୍ଵପୂର୍ଣ୍ଣ ବଜାର ଭାବେ ଓଡ଼ିଶାର ବିଶେଷ ମହକୁ ରହିଛି ଯାହା କଥାଟି ଏବଂ ଏହାର ପରାମର୍ଶଦାତାଙ୍କ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ପ୍ରତିଫଳିତ କରୁଛି । ଏହାର ଉଲ୍ଲେଖନୀୟ ଅଭିବୃଦ୍ଧି ମୋଦିକେୟାରର ସଫଳତାର କାହାଣୀରେ ଏହାର ଗୁରୁତ୍ବପୂର୍ଣ ଭୂମିକାକୁ ଦର୍ଶାଉଛି । ଏହି ବ୍ରାଣ୍ଡ ରାଜ୍ୟରେ ଦ୍ରୁତ ଗତିରେ ଆଗକୁ ବଢୁଛି ଏବଂ ବର୍ତମାନ ଏହାର ୨୫୦୦ ଡିଷ୍ଟ୍ରିବ୍ୟୁସନ ପଏଂଟ ଏବଂ ମୋଦୀକେୟାର ହୋମ୍ ସପ୍ ରହିଛି ଯାହା ପ୍ରତ୍ୟେକ ପରିବାର ପାଇଁ ସ୍ବାଧୀନତାର ଦୃଢ଼ ପ୍ରତିଶ୍ରୁତିକୁ ପ୍ରୋତ୍ସାହିତ କରୁଛି । ମୋଦିକେୟାର ଲିମିଟେଡର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ସମୀର କେ ମୋଦୀ କହିଛନ୍ତି ଯେ, ‘ ଚଳିତ ମାର୍ଚ୍ଚରେ ଆମେ ଆମର ୨୮”ତମ ବାର୍ଷିକା ପାଳନ କରୁଥିବା ବେଳେ, ମୁଁ ଭାରତର କୋଣ ଅନୁକୋଣକୁ ଯାଇ ଅତୁଟ ବନ୍ଧନ ବିସ୍ତା ଦିଲ କା ରୋଡ୍ ସୋ ଜରିଆରେ ମୋ ମୋଦିକେୟାର ପରିବାର ସହିତ ଯୋଡ଼ି ହେବାକୁ ଚାହୁଁଛି । ମୁଁ ଓଡ଼ିଶାରୁ ଯାତ୍ରା ଆରମ୍ଭ କରୁଛି କାରଣ ଏହା ଆମର ସବୁଠାରୁ ପୁରୁଣା ବଜାର ଏବଂ ସର୍ବକା ମୋ ହୃଦୟର ଅତି ନିକଟତର । ସମଗ୍ର ଓଡ଼ିଶାରେ ଆମ ପରାମର୍ଶଦାତାଙ୍କ ଅତୁଳନୀୟ ସମର୍ପଣ ଏବଂ ପ୍ରତିବଦ୍ଧତା ହିଁ ଏହାକୁ ପ୍ରତିଷ୍ଠା ପରଠାରୁ ଆମର ଶ୍ରେଷ୍ଠ ୩ଟି ବଜାର ମଧ୍ଯରେ ସ୍ଥାନିତ କରିଛି ।

Leave A Reply

Your email address will not be published.