୧୭ ରେ ଭୁବନେଶ୍ୱର ବେଦାନ୍ତୁ ଲର୍ଣିଂ ସେଣ୍ଟରର ଶୁଭାରମ୍ଭ ।

0 74

ଭୁବନେଶ୍ବର: ୧୪ ମାର୍ଚ୍ଚ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଏଠାରେ ମାର୍ଚ୍ଚ ୧୭ରେ ବେଦାନ୍ତୁ ଲଭିଂ ସେଣ୍ଟର ଉଦ୍‌ଘାଟନ ସହିତ ଏଡ଼-ଟେକ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟିକାରୀ ବେଦାନ୍ତୁ ଅମୂଲାଇନ କୋଚିଂରେ ବିପ୍ଳବ ଆଣିବାକୁ ଯାଉଛି । ଭୁବନେଶ୍ଵରରେ ଲର୍ଡିଂ ସେଣ୍ଟର ଚଳିତ ମାର୍ଚ୍ଚ ୧୭ରୁ କାର୍ଯ୍ୟାରମ୍ଭ କରୁଛି ଏବଂ ଏହା ଅଫଲାଇନ ଚାନେଲରେ ବିଶେଷଭାବରେ ଜେଇଇ ଏନ୍‌ଇଇଟି ପରୀକ୍ଷାଗୁଡିକ ନିମନ୍ତେ ଅଫଲାଇନ ଚାନେଲଗୁଡିକ ଜରିଆରେ ଗୁଣାତ୍ମକ ଶିକ୍ଷା ସୁଯୋଗ ପରିବ୍ୟାପ୍ତ କରିବା ଦିଗରେ ଏହା ବେଦାନ୍ତୁର ରଣକୌଶଳାତ୍ମକ ପଦକ୍ଷେପ ହୋଇଛି। ଚଳିତ ମାସ ୧୭ ତାରିଖରେ ଏହି ଅଡିଟୋରିୟମଠାରେ ଆୟୋଜିତ ସେଣ୍ଟର ଶୁଭାରମ୍ଭ ଉପଲକ୍ଷେ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଚନ୍ଦ୍ରଶେଖରପୁରସ୍ଥିତ ରେଳ ହେବାକୁ ଯାଉଛି, ଯେଉଁଥରେ ସବିଶେଷ କ୍ୟାରିୟର ମାର୍ଗଦର୍ଶନ ଆଲୋଚନାଚକ୍ର ସ୍ଥାନପାଇବ ଯାହା ଏହି ସେଣ୍ଟରରୁ ମିଳିବାକୁ ଥିବା ଫାଇବାକୁ ପ୍ରଦର୍ଶିତ କରିବ। ବେଦାକୁ ଲଗିଂ ସେଣ୍ଟରଗୁଡିକ ବ୍ୟକ୍ତିଗତ ଶିକ୍ଷା ଆହରଣ ପ୍ରତି ନବୋନ୍ମେଷୀ ଆଭିମୁଖ୍ୟ ପ୍ରଚଳନ କରୁଛି, ଯାହା ଜେଇଇ, ଏନଇଇଟି ଏବଂ ଫାଉଣ୍ଡେସନ ପାଠ୍ୟକ୍ରମଗୁଡିକ ନିମନ୍ତେ ଅତ୍ୟନ୍ତ ବୁଦ୍ଧିମତ୍ତାର ସହିତ ଡିଜାଇନ କରାଯାଇଛି। ଦଶବର୍ଷର ପ୍ରଯୁକ୍ତିଗତ ନବସୃଜନକୁ ଉପଯୋଗ କରି ବେଦାନ୍ତୁ ସ୍ଵତନ୍ତ୍ର ଭାବରେ ପ୍ରସ୍ତୁତ ଶିକ୍ଷାଆହରଣ ଅନୁଭୂତି ଉଭୟ ଫିଜିକାଳ କ୍ଲାସରମ ଏବଂ ତାହାର ଉନ୍ନତି ଅନ୍‌ଲାଇନ ପ୍ଲାଟଫର୍ମରେ ସୁନିଶ୍ଚିତ କରାଉଛି। ମାଷ୍ଟର ଶିକ୍ଷକ, ସନ୍ଦେହ ମୋଚନକାରୀ ଏବଂ ଶିକ୍ଷାଗତ ମାର୍ଗଦର୍ଶକଗଣ ଏହି କେନ୍ଦ୍ରଗୁଡିକରେ ବ୍ୟକ୍ତିଗତ ଦୃଷ୍ଟି ଦେବାସହିତ ସ୍ଵତନ୍ତ୍ର ଭାବରେ ପ୍ରସ୍ତୁତ ଶିକ୍ଷାଦାନ ପଦ୍ଧତିକୁ କାର୍ଯ୍ୟକାରୀ କରୁଥିବାବେଳେ ବେଦାନ୍ତୁର ପ୍ରଯୁକ୍ତିଗତ ଭିତିଭୂମି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରେ ରହି ସ୍ଵାଚ୍ଛନ୍ଦ୍ୟରେ ସେମାନଙ୍କର ଆବଶ୍ୟକତା ପୂରଣ କରୁଛି ।

Leave A Reply

Your email address will not be published.