14ରୁ ରାଜ୍ୟ ସ୍ତରୀୟ ଖଦି ଓ଼ ଗ୍ରମୋଦ୍ୟୋଗ ପ୍ରଦର୍ଶନୀ

0 120

ଭୁବନେଶ୍ୱର 12/5 ( ପ୍ରତ୍ୟୁଷା ନ୍ୟୁଜ଼ )
ଖଦି ଓ ଆନୁସାଙ୍ଗିକ କୁଟୀର ଶିଳ୍ପ କାରିଗରଙ୍କ ଉତ୍ପାଦନର ବିକ୍ରିବାଟା ପାଇଁ ଓଡିଶା ଖଦି ବୋର୍ଡ ଆସନ୍ତା 14ମଇ ରୁ 23ମଇ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ପ୍ରଦର୍ଶନୀ ଆୟୋଜନ କରିଛନ୍ତି l ଏହା ପ୍ରତ୍ୟହ ଅପରାହ୍ନ 3ଟାରୁ ରାତ୍ରି 9ଟା ପର୍ଯ୍ୟନ୍ତ ଚାଲିବ ଏଥିରେ 40 ଟି ଷ୍ଟଲ ରହିବ l

Leave A Reply

Your email address will not be published.