ଆଜିଠୁ 3 ଦିନ କଷ୍ଟ ଆକାଉଣ୍ଟ ଅଫ ଇଣ୍ଡିଆ ର ସେମିନାର

0 159

ଭୁବନେଶ୍ବର, 12/05 ( ପ୍ରତ୍ୟୁଷl ବ୍ୟୁରୋ ) : ଅଫ ଇଣ୍ଡିଆ ଶିକ୍ଷାନୁଷ୍ଠାନ ତରଫରୁ କଷ୍ଟ ଏକସିଲେନସି ଏ ଷଷ୍ଟେନେବଲ ବିଜିନେସ ଷ୍ଟ୍ରଟେଜି ବିଷୟ ବସ୍ତୁ ଉପରେ ତିନି ଦିନିଆ ସେମିନାର ଅନୁଷ୍ଠିତ ହେବାକୁ ଯାଉଛି l ଏହାକୁ ଉଦଘାଟନ କରିବେ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଷୀ ଲାଲ l ମୁଖ୍ୟ ଅତିଥି ଭାବେ ଯୋଗଦେବେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ମେୟର ସୁଲଚନା ଦାସ, ପ୍ରମୁଖ l ଏ ନେଇ ଆଜି ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ସି ଏମ ଏ ନିରଞ୍ଜନ ମିଶ୍ର ଓ ଉପ ମୁଖ୍ୟ ସି ଏମ ଏ ହିମୋଜ ମିଶ୍ର l

Leave A Reply

Your email address will not be published.